ଓଡିଶା

କେନ୍ଦୁଝର ବିଜେଡିର ଜମସମାବେଶ

କେନ୍ଦୁଝର/ ବିଜୟ କୁମାର କରୁଆ :ରାଜ୍ୟ ସରକାରଙ୍କ ଲୋକାଭିମୁଖି ବିକାଶ ମୂଳକ ଯୋଜନା କୁ ଜନସାଧରଣ ଙ୍କ ପାଖରେ ପହଞ୍ଚାଇବାକୁ କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକରେ ବିଜେଡିର ବିଶାଳ ଜନ ସମ୍ପର୍କ ପଦଯାତ୍ରା ବାଇକଳା ରୁ ଆରମ୍ଭ ହୋଇ ମହୁଦୀପାରେ ଶେଷ ହୋଇଛି । ଏହି ଜନସଂର୍ପକ ପଦଯାତ୍ରା ରେ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ,ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାଏକ,ଜିଲ୍ଲା ସଭାପତି ମାଧବ ସର୍ଦାର,ବ୍ଲକଅଧ୍ୟକ୍ଷା ରୀନା ନାଏକ ଯୋଗଦାନ ରେ ହଜାର ସଂଖ୍ୟକ ବରିଷ୍ଠ ନେତା,କର୍ମୀଙ୍କ ଜନସମ୍ପର୍କ ପଦ ଯାତ୍ରା ଦେଖିବାକୁ ମିଳିଛି ।

Related posts

ଘୂର୍ଣ୍ଣି ବଳୟ ପ୍ରଭାବ: ପ୍ରବଳ ବର୍ଷା ସମ୍ଭାବନା 

mahabharatanews

ଟ୍ରାନ୍ସଫର୍ମରକୁ ଧକ୍କା ଦେଇ ଓଲଟିଲା ବସ, ବର୍ତ୍ତିଲେ ଯାତ୍ରୀ

mahabharatanews

ଓଡ଼ିଆ ଭାଷା ସାହିତ୍ୟ ସମିତି, ଓଡ଼ିଶାର ଦ୍ଵାଦଶ ସ୍ଵନକ୍ଷତ୍ର ଦିବସ ସମାରୋହ

mahabharatanews