ଓଡିଶା

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ୱର : ଆଜି ରାଉଲକେଲା ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି କନିଷ୍ଠଯନ୍ତ୍ରୀ ବିଜୟାନନ୍ଦ ସାହୁ | ତାଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା କାର୍ଯ୍ୟର ଅନ୍ତିମ ବିଲ୍ ପାଇଁ ନେଉଥିଲେ ୮୦୦୦ ଟଙ୍କା ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ | ଭିଜିଲାନ୍ସ ବିଜୟାନନ୍ଦ ସାହୁଙ୍କ ଏକକାଳୀନ ଦୁଇଟି ସ୍ଥାନରେ ଚଢ଼ଉକରିଛି | ରାଉରକେଲା ଭିଜିଲାନ୍ସ PS କେସ୍ ନଂ ୨୪ ଆଅପିସି ଧାରା ୭ ଅନୁସାରେ ମାମଲା ରୁଜୁ ହୋଇଛି | ତେବେ ଇଂଜିନିୟରଙ୍କ ବିଷୟରେ ଅଧିକ ଜାଣିବା ଆଇଁ ଖୋଳତାଡ଼ କରୁଛି ଭିଜିଲାନ୍ସ |

Related posts

ଟଙ୍କା ମାଗିବାରୁ ସ୍ତ୍ରୀକୁ ସ୍ୱାମୀଙ୍କ ମରଣାନ୍ତକ ଆକ୍ରମଣ

mahabharatanews

ସେବା କରିବା ଯାହାର ନିଶା, ବିପଦର ସାଥୀ ଦେବୀ ପ୍ରସାଦ

mahabharatanews

ନବୀନଙ୍କ ମନ୍ତ୍ରିମଣ୍ଡଳରେ ଏଣ୍ଟ୍ରି ମାରିବେ ନୂଆ ଚେହେରା!

mahabharatanews