ଓଡିଶା

ହିଞ୍ଜିଳିରେ ସନ୍ଦେହ ଜନକ ମୃତ୍ୟୁକୁ ନେଇ ହଇଚଇ

ହିଞ୍ଜିଳି /ରଜନୀକାନ୍ତ ପାତ୍ର :ଗଞ୍ଜାମ ଜିଲ୍ଲା ପୁରଷତ୍ତମପୁରୁ ଥାନା ଭାବବନ୍ଧ ଗାଁ ନିକଟରୁ ଏକ ମୃତ ଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ପାଖରେ ଏକ ମୋଟରସାଇକେଲ ପଡିଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ଅଛି । ତେବେ ଦୁର୍ଘଟଣା ଜନିତ ହେତୁ ମୃତ୍ୟୁବରଣ ହୋଇଥିବା ଅନୁମାନ କରୁଛି ପୋଲିସ । ମୃତ ଯୁବକଙ୍କ ପରିଚୟ ଜଣାପଡିନଥିବା ବେଳେ ପୋଲିସ ଶବକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଚଂଳରେ ଭୟର ବାତାବରଣ ଦେଖାଦେଇଛି । ଯେଉଁଭଳି ଭାବେ ମୃତକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ତାକୁ ନେଇ ପରିବାର ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

 

Related posts

ବ୍ରହ୍ମୋସ ମିସାଇଲ୍ର ପରୀକ୍ଷଣ ସଫଳ

mahabharatanews

ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡିଛୁଆଁ କାର୍ଯ୍ୟକ୍ରମ ଆରମ୍ଭ

mahabharatanews

କରୋନା କଲା କାଙ୍ଗାଳ: ବ୍ୟବସାୟ ବୁଡିଲା ପରେ ହାତରେ ଭିକ୍ଷାଥାଳ

mahabharatanews