ଓଡିଶା

ଭିଜିଲାନ୍ସ ଜାଲରେ RWSSର ସହକାରୀ ଯନ୍ତ୍ରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡା । ଉଦଳା RWSSର ସହକାରୀ ନିର୍ବାହୀ ଯନ୍ତ୍ରୀ ହେଉଛନ୍ତି ରବି ନାରାୟଣ ପଣ୍ଡା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରବିଙ୍କ ଘରେ ରେଡ୍ ଚାଲିଛି । ଭୁବନେଶ୍ୱରରେ ୪ଟି ସ୍ଥାନ ସମେତ ମୋଟ ୮ ଟି ସ୍ଥାନରେ ରେଡ୍ ହୋଇଛି । କେନ୍ଦ୍ରାପଡା ଓ ମୟୁରଭଞ୍ଜର ୨ଟି ଲେଖାଏଁ ସ୍ଥାନରେ ରେଡ୍ ।

ଚଢାଉରେ ଭିଜିଲାନ୍ସର ଜଣେ ଅତିରିକ୍ତ ଏସ୍‌ପି, ୮ଜଣ DSP ୫ଜଣ ଇନିସପେକ୍ଟର, ଜଣେ ସବଇନିସପେକ୍ଟର, ୧୧ ଜଣ ASIଙ୍କ ସହ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି।

 

Related posts

ରାଉରକେଲାରୁ କୋଲକାତାକୁ ଉଡ଼ିବ ବିମାନ

mahabharatanews

ଆସନ୍ତାକାଲିଠୁ ଶୀତ ଅଧିବେଶନ

mahabharatanews

ରାଜଧାନୀରେ ବିରିୟାନୀ ବୟ ପଜେଟିଭ ଆତଙ୍କ, ଚକେଇସିଆଣୀ ମାର୍କେଟ ସିଲ

mahabharatanews