ଓଡିଶାଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗ ଚଢାଉmahabharatanewsSeptember 25, 2026 by mahabharatanewsSeptember 25, 2026017 ଯାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗ ଚଢାଉ କରିଛି। ଅଭିଯୁକ୍ତ କିରାଣୀ ହେଲେ ପ୍ରସନ୍ନ ସାହାଣୀ। ଅଭିଯୋଗ ଅନୁଯାୟୀ, ଅନୁସୂଚିତ ଜାତି ଜନଜାତି ଜମି ବିକ୍ରି ପାଇଁ ଅନୁମତି ପତ୍ର କରାଇ ଦେବାକୁ ସେ...
ଅପରାଧଓଡିଶାଘରବାରି ପଟ୍ଟା କରାଇଦେବା ନାରେ ୬ହଜାର ଲାଞ୍ଚ ନେବା ପଡିଲା ମହାଙ୍ଗାmahabharatanewsNovember 23, 2022 by mahabharatanewsNovember 23, 20220193 ଗଞ୍ଜାମ/ରଜନୀକାନ୍ତ ପାତ୍ର: ସରକାରୀ ଦରମା ସାଙ୍ଗକୁ ଅନ୍ୟ କିଛି ହାତଖର୍ଚ୍ଚ ପାଇଁ ଚେଷ୍ଟା ଚାଲିଥିବା ବେଳେ ହାତରେ ଖର୍ଚ୍ଚ ଦେବା ପାଇଁ ବରିଷ୍ଠ ରାଜସ୍ୱ ସହାୟକଙ୍କ ନିକଟରେ ପହଁଚିଲା ଭିଜିଲାନ୍ସ ଟିମ | ଖବର...
ଓଡିଶାଭିଜିଲାନ୍ସ ଜାଲରେ RWSSର ସହକାରୀ ଯନ୍ତ୍ରୀmahabharatanewsNovember 14, 2022November 14, 2022 by mahabharatanewsNovember 14, 2022November 14, 20220192 ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡା । ଉଦଳା RWSSର ସହକାରୀ ନିର୍ବାହୀ ଯନ୍ତ୍ରୀ ହେଉଛନ୍ତି ରବି ନାରାୟଣ ପଣ୍ଡା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରବିଙ୍କ...
ଓଡିଶାଏଏସଆଇଙ୍କ ଘରେ ଭିଜିଲାନ୍ସ ଚଢାଉmahabharatanewsFebruary 25, 2022 by mahabharatanewsFebruary 25, 20220216 ଭୁବନେଶ୍ୱର: ଝାରସୁଗୁଡ଼ା ଓଡ଼ିଶା ମୋଟର ଭେଇକିଲ ଡିପାର୍ଟମେଣ୍ଟର ଏଏସଆଇ ହରେକୃଷ୍ଣ ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ତାଙ୍କର ଝାରସୁଗୁଡ଼ା ଘର ସମେତ କଟକ, ପୁରୀ ଓ ବ୍ରହ୍ମପୁରର ମୋଟ ୬ଟି ସ୍ଥାନରେ...
ଅପରାଧହାଜତ ଭିତରେ ପୋଲିସ ସାହେବmahabharatanewsSeptember 23, 2021 by mahabharatanewsSeptember 23, 20210267 ଭୁବନେଶ୍ୱର: ଖାକି ବର୍ଦ୍ଦିରେ ଲାଗିଲା କଳଙ୍କ । ବେଆଇନ କାର୍ଯ୍ୟ କରି ବନ୍ଧା ହେଲେ ନିଜେ ଆଇନର ରକ୍ଷାକାରୀ । ପେଶାରେ ଜଣେ ପୋଲିସ, ସେ ପୁଣି ଆଇଆଇସି । ଅପରାଧୀଙ୍କୁ ବାନ୍ଧିବା ବଦଳରେ...
ଅପରାଧଭିଜିଲାନ୍ସ ଜାଲରେ ଭଦ୍ରକ ସିଡିପି କାର୍ୟ୍ୟାଳୟର ସୁପରଭାଇଜରmahabharatanewsAugust 24, 2021 by mahabharatanewsAugust 24, 20210211 ଭଦ୍ରକ (ରିପୋର୍ଟସ ଟୁଡେ) : ଭିଜିଲାନ୍ସ ଜାଲରେ ସୁପରଭାଇଜର । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭଦ୍ରକ ସି ଡି ପି ଓ କାର୍ୟ୍ୟାଳୟର ସୁପର ଭାଇଜର ମଲିଲତା ଦାସଙ୍କ ଘରେ ଭିଜିଲାନ୍ସ...