ଓଡିଶାରାଜନୀତି

ପଦ୍ମପୁର ଉପନିର୍ବାଚନ କମିଲା ମତଦାନ ସମୟ

ଭୁବନେଶ୍ୱର : ପଦ୍ମପୁର ଉପନିର୍ବାଚନ ନେଇ ବସିଥିବା ସର୍ବଦଳୀୟ ବୈଠକ ଶେଷ । ମୁକ୍ତ, ଅବାଧ ଓ ନିରପକ୍ଷ ନିର୍ବାଚନ ନେଇ ବୈଠକରେ ଆଲୋଚନା | ପଦ୍ମପୁର ଉପନିର୍ବାଚନ ପାଇଁ କମିଲା ମତଦାନ ସମୟ ଅବଧି । ଶୀତ ଦିନ ଏବଂ ମାଓବାଦୀ ଅଞ୍ଚଳ ହୋଇଥିବାରୁ ଭୋଟିଂ ସମୟ କମାଯାଇଛି । ଭୋଟିଂ ସକାଳ 7ଟାରୁ ଅପରାହ୍ନ 4ଟା ଯାଏ ହେବ । ପଦ୍ମପୁର ଉପନିର୍ବାଚନ ପାଇଁ ସିଇଓ ଡ଼ାକିଥିବା ସର୍ବଦଳୀୟ ବୈଠକ ପରେ ଏ ନେଇ ସୂଚନା ଦେଇଛନ୍ତି ରାଜନୈତିକ ଦଳ । ସେପଟେ ସ୍ଵଚ୍ଛ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଦାବି କରିଛନ୍ତି । ବିରୋଧୀ ମାନେ ଅବାଧ ଓ ନିରପେକ୍ଷ ନିର୍ବାଚନ ହେଉନି ବୋଲି ଅଭିଯୋଗ କରିଛନ୍ତି । ଜବାବରେ ଶାସକ ଦଳ କହିଛି ଯେ ନିର୍ବାଚନ ପ୍ରକ୍ରିୟା ନିୟମ ଅନୁସାରେ ହେଉଛି ।

Related posts

ରାଘବ ଚଢାଙ୍କ ସମେତ ସାତ ଜଣ ବିଦ୍ରୋହୀ ସାଂସଦଙ୍କୁ ମିଳିଲା ଅନୁମୋଦନ

mahabharatanews

`୧୩ରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ନିର୍ବାଚନ ଆୟୋଗ 

mahabharatanews

୧୨ ସୁଦ୍ଧା ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ 

mahabharatanews