ଅପରାଧଓଡିଶା

ବେନିୟମ ଭାବେ ବାଲି ଚାଲାଣ

(ଓମ ପ୍ରକାଶ ମିଶ୍ର / ସୋନପୁର) ; ମନମୁଣ୍ଡା ବ୍ରିଜ ତଳ ତେଲ ନଦୀ ରୁ ୪ ଟି ଟ୍ରାକ୍ଟର ଓ ଗୋଟିଏ ହାଇୱକ୍ଷ କୁ ବେନିୟମ ଭାବେ ବାଲି ଚାଲାଣ କରୁଥିବା ସମୟରେ ଉପ ଜିଲ୍ଲାପାଳ, ସୋନପୁର ଶ୍ରୀ ନିହାର ରଞ୍ଜନ କଁହର ଙ୍କ ନିର୍ଦେଶକ୍ରମେ ତହସିଲଦାର ସୋନପୁର ଶ୍ରୀ ନଵୀନ କିଶୋର ପାଢ଼ୀ ଚଢ଼ାଉ କରିଛନ୍ତି । ବେନିୟମ ବାଲି ଚାଲାଣ ନିମନ୍ତେ ୬୮,୦୦୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି କ୍ଷ ଏହି ଚଢ଼ାଉ ସମୟରେ ଅତିରିକ୍ତ ତହସିଲଦାର ପ୍ରମୋଦ କୁମାର ମେହେର, ରାଜସ୍ବ ନିରୀକ୍ଷକ ସୁଧୀର କୁମାର ପାଣ୍ଡିଆ,ଜରା ସିଂ ବରିହା ରେଭେନ୍ୟୁ ସୁପରଭାଇଜର ତଥା ବିଭାଗୀୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ କ୍ଷ

 

Related posts

ଆଗାମୀ ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା  

mahabharatanews

ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ

mahabharatanews

ରେଳ ଓଭର ବ୍ରିଜ ନିର୍ମାଣ କରିବାକୁ  ବିଧାୟକ ସୁଶାନ୍ତ ରାଉତଙ୍କ ଚିଠି

mahabharatanews