ଓଡିଶା

୭ ଦଫା ଦାବି ନେଇ କଳିଙ୍ଗ ମହିଳା ଶକ୍ତି ପକ୍ଷରୁ ଏନ.ଆର.ଏଲ୍ ଫାଟକ ସମ୍ମୁଖରେ ଅନଶନ

ପାରାଦୀପ : ପାରାଦୀପ ଏନଆରଏଲ୍ କମ୍ପାନୀ ପ୍ରବେଶ ପଥରେ କଳିଙ୍ଗ ମହିଳା ଶକ୍ତିର ଆମରଣ ଅନଶନ   । କମ୍ପାନୀ ନିକଟରେ ଏହି ସଂଗଠନ ୭ ଦଫା ଦାବି ପୂରଣ କରିବା ପାଇଁ ଦେଇଥିବା ବେଳେ ଏହାକୁ କମ୍ପାନୀ କର୍ତ୍ତୁପକ୍ଷ ନ ଶୁଣିବାରୁ ମହିଳା ମାନେ ଅନଶନ ରେ ବସିଲେ  । ଷଣ୍ଡକୁଦ ରେ ପ୍ରଦୂଷଣ ରୋକିବା , ବସ୍ତି ର ଡ୍ରେନ୍ ସମସ୍ୟା , ୧୩ ନମ୍ବର ୱାର୍ଡ ରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ, ମହିଳା ମାନଙ୍କୁ ମେସିନ୍ ଯୋଗାଇ ଆତ୍ମନିର୍ଭରଶୀଳ କରିବା , ସ୍ଥାନୀୟ ବାସିନ୍ଦା ଙ୍କ ଶିକ୍ଷାଗତ ଯୋଗ୍ୟତା କୁ ଭିତି କରି କମ୍ପାନୀ ରେ ସ୍ଥାୟୀ ନିଯୁକ୍ତି ଦେବା ଦାବି ରଖିଛି ଏହି ମହିଳା ସଂଗଠନ  ।

Related posts

ଦୁଇ ତିନି ଦିନ ମଧ୍ୟରେ ଓଡିଶା ଛୁଇଁବ ମୌସୁମୀ ବାୟୁ

mahabharatanews

ଆଜିଠୁ ୯ ଯାଏଁ ବର୍ଷିବ

mahabharatanews

“ଆପଣଙ୍କ ପ୍ରତିଟି ଭୋଟ୍ ଅତ୍ୟନ୍ତ ମୂଲ୍ୟବାନ”: ମୁଖ୍ୟମନ୍ତ୍ରୀ

mahabharatanews