ଓଡିଶାପାରାଦୀପ ବିଶ୍ୱକର୍ମା ପୂଜା ତୃତୀୟ ସନ୍ଧ୍ୟା ପାଲଟିଛି ଆକର୍ଷଣmahabharatanewsSeptember 20, 2026 by mahabharatanewsSeptember 20, 2026025 ପାରାଦୀପ ବିଶ୍ୱକର୍ମା ପୂଜା ତୃତୀୟ ସନ୍ଧ୍ୟା ପାଲଟିଛି ଆକର୍ଷଣ l ବିଭିନ୍ନ ପୂଜା କମିଟି ତରଫରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଓଡିଶା ର ସୁନାମଧନ୍ୟ କଣ୍ଠଶିଳ୍ପୀ ଙ୍କ ସଙ୍ଗୀତ ର ତାଳେତାଳେ ଝୁମିଛନ୍ତି...
ଓଡିଶାପାରାଦୀପ ବନ୍ଦର ତରଫରୁ ଅନୁଷ୍ଠିତ ହୋଇଯାଇଛି ୪0ତମ ପୁଷ୍ପ ପ୍ରଦର୍ଶନୀmahabharatanewsFebruary 6, 2026 by mahabharatanewsFebruary 6, 2026058 ପାରାଦୀପ ବନ୍ଦର ତରଫରୁ ଅନୁଷ୍ଠିତ ହୋଇଯାଇଛି ୪0ତମ ପୁଷ୍ପ ପ୍ରଦର୍ଶନୀ l ଏହି ଫ୍ଲାୱାର ସୋ ରେ ୪୮ ରୁ ଉର୍ଦ୍ଧ୍ୱ ପ୍ରଜାତିର ଫୁଲ ସହିତ ବିଭିନ୍ନ ପ୍ରକାରର ପନିପରିବା ସାମିଲ ହୋଇଛି l...
ଓଡିଶାଭାରତପାରାଦୀପ ବନ୍ଦର ପକ୍ଷରୁ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ।mahabharatanewsJanuary 26, 2026January 26, 2026 by mahabharatanewsJanuary 26, 2026January 26, 2026080 ପାରାଦୀପ ବନ୍ଦର ଗୋପବନ୍ଧୁ ଷ୍ଟାଡିୟମରେ ମହା ସମାରୋହରେ ପାଳିତ ହୋଇଛି ୭୭ତମ ସାଧାରଣ ତନ୍ତ୍ର ଦିବସ। ଏହି ଅବସରରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ୍ ହରାନାଦ୍ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ବଳିତ...
ଓଡିଶାପାରିବେଶୀୟ ମଞ୍ଜୁରୀ ନିମନ୍ତେ ପରିବେଶ ପ୍ରଭାବ ସମ୍ବନ୍ଧୀୟ ଜନଶୁଣାଣୀ ଶିବିରmahabharatanewsJanuary 6, 2026 by mahabharatanewsJanuary 6, 202601084 ପାରାଦୀପ ବନ୍ଦରର ବ୍ୟାପକ ମାଷ୍ଟର ପ୍ଲାନ୍ ଅଧୀନରେ ଆଗାମୀ ଦଶବର୍ଷ ମଧ୍ୟରେ କାର୍ଯ୍ୟକାରୀ ହେବାପାଇଁ ଯୋଜନା କରାଯାଉଥିବା ପ୍ରକଳ୍ପ ଗୁଡିକ ପାଇଁ ପାରିବେଶୀୟ ମଞ୍ଜୁରୀ ନିମନ୍ତେ ପରିବେଶ ପ୍ରଭାବ ସମ୍ବନ୍ଧୀୟ ଜନଶୁଣାଣୀ ଶିବିର ପାରାଦୀପ...
ଓଡିଶାପାରାଦୀପ ପ୍ରେସ୍ ମିଡିଆର ଦଶମ ବାର୍ଷିକ ଉତ୍ସବ ପାଳିତmahabharatanewsDecember 29, 2025 by mahabharatanewsDecember 29, 2025073 ପାରାଦୀପ ପ୍ରେସ୍ ମିଡିଆ ପକ୍ଷରୁ ଦଶମ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ପାଳିତ ହୋଇଯାଇଛି। ଏହି ଅବସରରେ ନୁଆବଜାର ସ୍ଥିତ ଅଟଳ ବିହାରୀ ବାଜପେୟୀ ଟ୍ରଷ୍ଟ ପରିସରରେ ଆୟୋଜିତ ସଭାରେ ମୂଖ୍ୟ ଅତିଥି...
ଓଡିଶାଶିକ୍ଷୟତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନାmahabharatanewsDecember 14, 2025 by mahabharatanewsDecember 14, 2025089 ବାଲିଡିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଶିକ୍ଷୟତ୍ରୀ ଅଞ୍ଜଳି କୁମାରୀ ସ୍ବାଇଁଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଧନା ଦିଆଯାଇଛି। ଦୀର୍ଘ ତିନି ଦଶନ୍ଧିର ସଫଳ ଶିକ୍ଷକତା ଜୀବନରୁ ଅବସର ନେଇଥିଲେ ଲୋକପ୍ରିୟ ଶିକ୍ଷୟିତ୍ରୀ...
ଓଡିଶାଆରପାରିରେ ପାରାଦୀପର ବର୍ଷିଆନ ଶ୍ରମିକନେତା ଦୋଳଗୋବିନ୍ଦ ଦାସmahabharatanewsDecember 7, 2025 by mahabharatanewsDecember 7, 2025066 ଆରପାରିରେ ପାରାଦୀପର ବର୍ଷିଆନ ଶ୍ରମିକନେତା ଦୋଳଗୋବିନ୍ଦ ଦାସ l ଶରୀର ଅସୁସ୍ଥତା କାରଣରୁ ପରିବାର ଲୋକେ କଟକ ନେଇ ଯାଉଥିବା ସମୟରେ ପରଲୋକ ଗମନ କରିଥିବା ନେଇ ପରିବାର ସୂତ୍ରରୁ ସୂଚନା ମିଳିଥିବା ବେଳେ...
ଓଡିଶାପାରାଦୀପ ଡମ୍ଫର ମାଲିକ ସଂଘର ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତmahabharatanewsDecember 4, 2025 by mahabharatanewsDecember 4, 2025076 ପାରାଦୀପ ଡମ୍ଫର ମାଲିକ ସଂଘର ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସବିତା ମହାପାତ୍ରଙ୍କ ସଭାପତିତ୍ବରେ ଶପଥ ଗ୍ରହଣ ଉତ୍ସବ ମୂଖ୍ୟ ଅତିଥି ଭାବେ ଓ.ଏସ୍.ଏଲ୍ ର ବରିଷ୍ଠ ଅଧିକାରୀ ବି.କେ...
ଓଡିଶାଏନସିସି ଦିବସ ଅବସରରେ ପାରାଦୀପ ମହାବିଦ୍ୟାଳୟରେ ସ୍ବେଛାକୃତ ରକ୍ତଦାନ ଶିବିରmahabharatanewsNovember 21, 2025 by mahabharatanewsNovember 21, 2025063 ରକ୍ତଦାନ ମହତ ଦାନ l ମଣିଷ ଜୀବନରେ ରକ୍ତ ର ଆବଶ୍ୟକ ଅନେକ, ତେଣୁ ପ୍ରତ୍ୟେକ ମଣିଷ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବାରେ ସହଯୋଗୀ ହେବାକୁ ଆହ୍ୱାନ ଦେଇଛନ୍ତି ପାରାଦୀପ ମହାବିଦ୍ୟାଳୟ ର...
ଓଡିଶାପାରାଦୀପ ସମୁଦ୍ରରୁ ମିଳିଛି ବିରଳ ତେଲିଆ ବୋରେହି ମାଛmahabharatanewsDecember 11, 2023 by mahabharatanewsDecember 11, 20230184 ପାରାଦୀପ : ପାରାଦୀପ ସମୁଦ୍ରରୁ ମିଳିଛି ବିରଳ ତେଲିଆ ମାଛ । ମେଟ ୧୭ଟି ବିରଳ ମାଛର ମୂଲ୍ୟ ୨୫ ଲକ୍ଷ ଟଙ୍କା ହୋଇଥିବା କୁହାଯାଉଛି । ସମୁଦ୍ର କୂଳ ଠାରୁ ୨୦ ଫାଦାନ...