ଦୁର୍ଘଟଣା

ଅଗ୍ନିକାଣ୍ଡରେ ୧୬ ଜଣ ପ୍ରଣ ହରାଇଥିବା ବେଳେ ୫୦ରୁ ଅଧିକ ଆହତ

ହାନୋଇ : ହୋଟେଲରେ ଲାଗିଛି ଭୟଙ୍କର ନିଆଁ । ଭୟାବହ ଅଗ୍ନିକାଣ୍ଡରେ ୧୬ ଜଣ ପ୍ରଣ ହରାଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି । ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ଦକ୍ଷିଣ-ପୂର୍ବ ଏସୀୟ ଦେଶ ଭିଏତନାମର ଏକ ହୋଟେଲରେ । ସୂଚନା ଅନୂଯାୟୀ ଥାଇଲାଣ୍ଡ ସୀମା ପାଖରେ ଥିବା ସହର ପୋଇପେଟରେ ସେହି ହୋଟେଲ ଅବସ୍ଥିତ । ହୋଟେଲରେ ଥିବା ଅତିଥିଙ୍କ ଭିତରୁ ଅଧିକାଂଶ ଲୋକେ ଥାଇଲାଣ୍ଡର ଥିବା ଜଣାପଡିଛି । ସେମାନଙ୍କୁ ଉଦ୍ଧାର କରିବାକୁ ଥାଇଲାଣ୍ଡର ଦମକଳ ବାହିନୀ ନିଆଁ ଲିଭାଇବାକୁ ପହଞ୍ଚିଥିଲେ ।

 

Related posts

ସ୍ଖଳନର ଶିକାର ହୋଇଛି ଭାରତୀୟ ସେନାର ବାହାନ

mahabharatanews

ନିୟନ୍ତ୍ରଣ ହରାଇ ପାହାଡ ତଳକୁ ଖସି ପଡିଲା ବସ୍, ବଢୁଛି ମୃତ୍ୟୁ ସଂଖ୍ୟା

mahabharatanews

ହିମାଚଳ ପ୍ରଦେଶ ସିରମୋରରେ ବଡ଼ ଦୁର୍ଘଟଣା

mahabharatanews