ଓଡିଶାଦୁର୍ଘଟଣା

ଜାତୀୟ ରାଜପଥ ୨୬ର ଶଗଡା ନଦୀ ପୋଲ ନିକଟରେ ଦୁର୍ଘଟଣା ଜଣେ ଗୁରୁତର

ସୋମବାର ସକାଳ ୬.୧୫ ମିନିଟ ସମୟରେ ବରଗଡ଼ ବୋରିଗୁମ୍ମା ଜାତୀୟ ରାଜପଥ ୨୬ର ଭବାନୀପାଟଣା ଜୁନାଗଡ଼ ମଧ୍ୟରେ ଥିବା ଶଗଡା ନଦୀ ପୋଲ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ମାରୁତି ଓ୍ବାଗନର କାର ଯୋଗେ  ଆନ୍ଧ୍ରପ୍ରଦେଶ ଅଞ୍ଚଳର ଦୁଇ ଯୁବକ ନବରଙ୍ଗପୁର  ଠାରୁ ଭବାନୀପାଟଣା ପଟକୁ ଯାଉଥିବା ବେଳେ ଶଗଡା ନଦୀ ନିକଟରେ କୌଣସି କାରଣରୁ ଚାଳକ କାରରୁ ନିୟନ୍ତ୍ରଣ ହରାଇଥିଲେ ଫଳରେ କାରଟି ରାସ୍ତା କଡର ପ୍ରାୟ ୨୫ ଫୁଟ ତଳକୁ ଖସି ପଡି ଓଲଟି ପଡିଛି । ଫଳରେ ଚାଳକ ଜଣକ ଗୁରୁତର ହେଇଥିବା ବେଳେ ସାଥିରେ ଥିବା ଅନ୍ୟ ଜଣେ ସାମାନ୍ୟ ଆହତ ହେଇଛନ୍ତି ।

Related posts

କଣିହାଁ ଗାଁରେ ଅହୋରାତ୍ର ଅଖଣ୍ଡ ନାମଧ୍ୱନୀ

mahabharatanews

 ସିଧାରପ୍ରସ।ରଣକୁ ହାଇକୋର୍ଟ ବାର ଆସୋସିଏସନର ବିରୋଧ

mahabharatanews

ବୃଦ୍ଧି ପାଉଛି ବନ୍ୟଜନ୍ତୁ ଆକ୍ରମଣ : ବାପା ମୃତ ,ପୁଅ ଗୁରୁତର 

mahabharatanews