ଓଡିଶାପର୍ବ ପର୍ବାଣି

ସମଲ ଠାରେ ଚାଲିଛି ମା’ ତାରିଣୀ ଙ୍କ ଚଇତି ପର୍ବ

କଣିହାଁ / ବିଜୟ କୁମାର ବେହେରା : ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ମା’ ତାରିଣୀ ଠାକୁରାଣୀଙ୍କ ଚଇତି ପର୍ବ । ଆଜି ସମଲ ମା ତାରିଣୀଙ୍କ ପିଠ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ମା’ଙ୍କ ପୀଠକୁ ସଜ୍ଜିତ କରାଯିବା ସହ ସ୍ବାଗତ ତୋରଣ ନିର୍ମାଣ କରାଯାଉଛି। ମା’ଙ୍କ ଷୋଡ଼ଶ ଉପଚାର ପୂଜା ସହ ମଙ୍ଗଳ ଆଳତି, ବଡ଼ସିଂହାର ପୂଜା କରାଯିବ। ସକାଳୁ ସକାଳ ବ୍ରାହ୍ମଣୀ ନଦୀ ପଠାରୁ କଳସ ଯାତ୍ରା କରି ସମସ୍ତ ଭକ୍ତ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚି ଥିଲେ,ଏହି କୋଳସ ଯାତ୍ରା ମନ୍ଦିର କମିଟିର ସଭାପତି ତସମଣୀ ସାହୁ, ସମ୍ପାଦକ ସୁବାଷ ଚନ୍ଦ୍ର ପ୍ରଧାନ, କଣିହାଁ ବ୍ଲକ ଅଧକ୍ଷ ରାମକୃଷ୍ଣ ପ୍ରଧାନ, ସମଲ ଗ୍ରାମ ପଞ୍ଚାୟତ ସରପଞ୍ଚ ଜିତେନ୍ଦ୍ର ବେହେରା ଏହି ସଭା ଯାତ୍ରାରେ ଉପସ୍ଥିତ ଥିଲେ ।

Related posts

ଜୈବିକ ଚାଷର ପ୍ରସାର ପାଇଁ କର୍ମଶାଳା

mahabharatanews

ରାଜ୍ୟରେ କରୋନାର ସ୍ଥିତି ଭଲ ଅଛି

mahabharatanews

ଦୈନିକ ସଂକ୍ରମଣର ୪୦ ପ୍ରତିଶତ ଭୁବନେଶ୍ୱରରୁ

mahabharatanews