ଓଡିଶାଭାରତ

ରାଜ୍ୟରେ କରୋନାର ସ୍ଥିତି ଭଲ ଅଛି

ଭୁବନେଶ୍ୱର: ରାଜ୍ୟରେ କରୋନାର ସ୍ଥିତି ଭଲ ଅଛି । କିନ୍ତୁ ୫ଟି ରାଜ୍ୟରେ ବଢିଲାଣି କରୋନା ସଂକ୍ରମଣ। ଏଣୁ କଟକଣା କଡାକଡି କରିବାକୁ କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁଠି ସଂକ୍ରମଣ ବଢୁଛି ସେଠାରେ କେନ୍ଦ୍ର ସରକାର ପ୍ରିକସନ ନେବାକୁ ତାଗିଦ୍ କରିଛନ୍ତି । ପୂର୍ବରୁ ଯେମିତି ତଦାରଖ ଜାରି ରହିଥିଲା ସେମିତି ଚାଲିଛି।  ଟେଷ୍ଟିଂ ସହ କଟକଣା ଚାଲୁ ରହିବ । ପଜିଟିଭ ବାହାରିଲେ ତୁରନ୍ତ ଟ୍ରାପ କରାଯିବ । ଆଉ ଯଦି ସଂକ୍ରମିତ ସଂଖ୍ୟା ବଢେ ତେବେ ରାଜ୍ୟରେ ପୂର୍ବରୁ ଥିବା ସବୁ ବ୍ୟବସ୍ଥା ଖୋଲାଯିବ। ଦରକାର ପଡିଲେ ମାକ୍ସ ପିନ୍ଧିବା ବାଧ୍ୟତାମୂଳକ କରାଯିବ। ଏପରିକି ଯଦି ଭିଡକୁ ଯାଉଛନ୍ତି ତେବେ ମାସ୍କ ପିନ୍ଧିବା ହେବ । ଲକ୍ଷଣ ଥିଲେ ଟେଷ୍ଟ ସହ ସଂଗ୍ରରୋଧରେ ରହିବାକୁ କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ସରକାର ସ୍ଥିତି ଉପରେ କଡା ନଜର ରଖିଛନ୍ତି।

Related posts

ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବନ ବିଭାଗ ରେଞ୍ଜର ଅଧିକାରୀ ସୁକୁମାର ଦୁଖୁ

mahabharatanews

ମା’ କନ୍ଧୁଣି ଦେବୀ ମହୋତ୍ସବର ଦ୍ୱିତୀୟ ଦିନ

mahabharatanews

ରାଜ୍ୟରେ ୨୪ ଘଣ୍ଟାରେ  ୧୬୯୯ ସଂକ୍ରମିତ ବାହାରିଲେ

mahabharatanews