ଅପରାଧଓଡିଶା

ସାଇବର ଥାନା ପୋଲିସ ହାତରେ ସାଇବର ଠକ

ଭୁବନେଶ୍ୱର:ସାଇବର ଥାନା ପୋଲିସ ହାତରେ ସାଇବର ଠକ l 16 ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ଗିରଫ କରିଛି ପୋଲିସ l ଦିଲ୍ଲୀରୁ ଏହି  ଠକକୁ ଗିରଫ କରିଛି ସାଇବର ଥାନା ପୋଲିସ l ତା ନାଁ ବିକାଶ ସିଂ l ତା ଘର ୟୁପି l ଇନ୍ସୁରାନ୍ସ ନାଁରେ ସାଇବର ଠକେଇ କରୁଥିଲା ବିକାଶ l ଏନେଇ ଅଭିଯୋଗ ହେବା ପରେ ସାଇବର ଥାନା .ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରି  ଦିଲ୍ଲୀରୁ ବିକାଶକୁ  ଗିରଫ କରିଛି l

Related posts

ପ୍ରେମିକକୁ ହତ୍ୟା ଘଟଣାରେ ୧୪ ଜଣ ଅଭିଯୁକ୍ତ ଗିରଫ

mahabharatanews

ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ନବୀନ

mahabharatanews

ଓଡ଼ିଶାରେ ମତଦାନ ଆରମ୍ଭ

mahabharatanews