ଅପରାଧଓଡିଶା

ସାଇବର ଥାନା ପୋଲିସ ହାତରେ ସାଇବର ଠକ

ଭୁବନେଶ୍ୱର:ସାଇବର ଥାନା ପୋଲିସ ହାତରେ ସାଇବର ଠକ l 16 ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ଗିରଫ କରିଛି ପୋଲିସ l ଦିଲ୍ଲୀରୁ ଏହି  ଠକକୁ ଗିରଫ କରିଛି ସାଇବର ଥାନା ପୋଲିସ l ତା ନାଁ ବିକାଶ ସିଂ l ତା ଘର ୟୁପି l ଇନ୍ସୁରାନ୍ସ ନାଁରେ ସାଇବର ଠକେଇ କରୁଥିଲା ବିକାଶ l ଏନେଇ ଅଭିଯୋଗ ହେବା ପରେ ସାଇବର ଥାନା .ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରି  ଦିଲ୍ଲୀରୁ ବିକାଶକୁ  ଗିରଫ କରିଛି l

Related posts

ଜାତୀୟ ସମ୍ବିଧାନ ଦିବସ ପାଳିତ

mahabharatanews

ଓଡ଼ିଶାରେ ଗୃହମନ୍ତ୍ରୀ;  ଦୁଇଟି ଜାତୀୟ ରାଜପଥ କରିବେ ଉଦଘାଟନ 

mahabharatanews

ଉଦଳା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ

mahabharatanews