ଅପରାଧଓଡିଶା

ମମିତା ମେହେରଙ୍କ ପରିବାରକୁ ମିଳିବ ସହାୟତା ରାଶୀ

ମମିତା ମେହେରଙ୍କ ପରିବାରକୁ ମିଳିବ ସହାୟତା ରାଶୀ । ପିଡୀତା ସହାୟତା ରାଶି ବାବଦରେ ମିଳିବ ୧୦ଲକ୍ଷ ଟଙ୍କାର ସହାୟତା ରାଶି । ବଲାଙ୍ଗୀର ଜିଳ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି । ସହାୟତା ରାଶି ଯୋଗାଇଦେବା ପାଇଁ ଆବେଦନ କରିଥିଲେ ମମିତାଙ୍କ ଭାଇ ବଣ୍ଟି ମେହେର । ବଣ୍ଟିଙ୍କ ଆବେଦନକୁ ବିଚାରକୁ ନିଆଯାଇ ସହାୟତା ରାଶି ରୂପେ ଟଙ୍କା ମଞ୍ଜୁର କରାଯାଇଛି । ପ୍ରାଧିକରଣର ଏହି ପଦକ୍ଷେପକୁ ସ୍ଥାନୀୟ ବାସିନ୍ଦା ସ୍ୱାଗତ କରିଛନ୍ତି । ପିଡୀତା ସହାୟତା ରାଶି ପାଇଁ ୨୬ଟି ଆବେଦନ ହୋଇଥିବା ବେଳେ ୨୩ଟି ଆବେଦନକୁ ଗ୍ରହଣ କରିଥିଲା କମିଟି ।

Related posts

ଉଦ୍ଘାଟିତ ହେଲା ଓଡିଶାର ପ୍ରଥମ ସ୍ୱତନ୍ତ୍ର ଅଣ୍ଡା ଷ୍ଟୋର୍, ଓଭୋ ଫାର୍ମର କେନଙ୍କୋ ଏଗଷ୍ଟ୍ରା

mahabharatanews

ସରକାରୀ କର୍ମଚାରୀଙ୍କ ଗୋଷ୍ଠୀ ବୀମା ଦେୟ (GIS) ସଂଶୋଧିତ.

mahabharatanews

କରୋନା ଯୋଦ୍ଧାଙ୍କୁ ସାଂସଦ ମହେଶ ସାହୁଙ୍କ ସମ୍ବର୍ଦ୍ଧନା

mahabharatanews