ଓଡିଶା

ନକଲି ସାର୍ଟିଫିକେଟ ଦେଖାଇ କରିଥିଲେ ଚାକିରି, ଜଣାପଡିବା ପରେ ୩କର୍ମଚାରି ବହିଷ୍କୃତ

କେନ୍ଦ୍ରାପଡା: ନକଲି ଯୋଗ୍ୟତାରେ ମିଳିଛି ଚାକିରି । ଯୋଗ୍ୟତା ନଥାଇ ନକଲି ସାର୍ଟିଫିକେଟ ଦେଖାଇ କରିଛନ୍ତି ଚାକିରି । କେନ୍ଦ୍ରାପଡାରେ ୩ଜଣ ଡାକ ଦେବକଙ୍କୁ ବହିଷ୍କୃତ କରାଯାଇଛି । ନକଲି ସାର୍ଟିଫିକେଟ ଦେଇ କେନ୍ଦ୍ରାପଡା ଡାକ ବିଭାଗରେ ଏହି ୩ଜଣ ଚାକିରି କରିଥିଲେ । ଏବେ ପୁଣି ଜଣେ ନକଲି ସାଟିଫିକେଟ ଦେଇ ଚାକିରି କରିବାକୁ ଆସିଥିବା ବେଳେ ଧରାପଡିଥିଲେ । ତେବେ ଘଟଣା ପରେ ଛାନଭିନ୍ ହେବାରୁ ପୂର୍ବରୁ ଚାକିରି କରୁଥିବା କର୍ମଚାରୀଙ୍କ ସାଟିଫିକେଟ ଯାଞ୍ଚ କରାଯାଇଥିଲା । ଏଥିରେ ୩ଜଣ ଡାକ ସେବକ ନକଲି ସାର୍ଟିଫିକେଟ ଦେଇ ଚାକିରି କରିଥିବା ଘଟଣା ଜଣାପଡିଛି ।

 

Related posts

ଓଡ଼ିଶାରେ କରୋନା; କେପି.୨ର ୧୭ ମାମଲା

mahabharatanews

‘ହଣ୍ଟର ଗ୍ରିନ୍‌’ପୋଷାକ ପିନ୍ଧିବେ ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ

mahabharatanews

ରୁବେଲା ଭାଇରସ; ଗର୍ଭବତୀଙ୍କୁ ସତର୍କ ରହିବାକୁ ନିର୍ଦେଶ

mahabharatanews