ଓଡିଶାଦୁର୍ଘଟଣା

ତାଳଚେର ବାଙ୍କଧରା ଛକ ନିକଟରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା

ଅନୁଗୋଳ / ସୁଧାକର ସାହୁ: ସଡକ ଦୁର୍ଘଟଣା ରେ ଚାଲିଗଲା ଚାଳକଙ୍କ ଜୀବନ । ତାଳଚେର ବାଙ୍କ ଧରା ଛକ ନିକଟରେ ଥିବା କୋଲ କରିଡର ରାସ୍ତା ରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା । ଘଟଣା ସ୍ଥଳରେ ଜଣେ ଗାଡି ଚାଳକ ମୃତ ହୋଇଥିବା ବେଳେ ଆଉ ଜଣେ ଗାଡି ଚାଳକ ଆହତ ହୋଇଛନ୍ତି । ବର୍ତ୍ତମାନ ସୁଧା ମୃତ ଗାଡିଚାଳକ କୁ ଗାଡି ରୁ ଉଧାର କରାଯାଇନାହିଁ । ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

 

 

Related posts

ରାୟଗଡା ଜିଲ୍ଲାର ପ୍ରଥମ ମିଶନ ଶକ୍ତି କାଫେ ଉଦଘାଟନ

mahabharatanews

ଆଜି ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ପ୍ରଭୁ ଜଗନ୍ନାଥଙ୍କ ଅନ୍ତିମ ସନ୍ଧ୍ୟା ଦର୍ଶନ

mahabharatanews

୪ ଦିନ ବିଳମ୍ବରେ ଆସିବ ମୌସୁମୀ

mahabharatanews