ବିଶ୍ୱ

କିଭ ଉପରେ ୟୁକ୍ରେନର ଏୟାରଷ୍ଟ୍ରାଇକ

ୟୁକ୍ରେନ ରାଜଧାନି କିଭ୍ ଉପରେ ଘନଘନ ଏୟାରଷ୍ଟ୍ରାଇକ କଯରୁଛି ଋଷ । ଋଷରୁ ଆକ୍ରମଣରେ ୪ଜଣ ଶିଶୁଙ୍କ ସମେତ ୨୫ ଜଣ ପ୍ରଣ ହରେଇଲେଣି । ଏହି ଏୟାରଷ୍ଟାଇକ ୟୁକ୍ରେନର ନିପ୍ରୋ, କ୍ରେମେନଚୁକ, ମିକୋଲେଭ ଓ ପୋଲତଭା ସହରରେ ଅତଙ୍କ ଖେଳାଇଥିବା ବେଳେ ଉପନ ସହରରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏହା ହେଉଛି ଗତ ୨ମାସ ମଧ୍ୟରେ ସବୁଠାରୁ ବଡ ହମଲା ବୋଲି ମୁହାଯାଉଛି । ମିସାଇଲ ମାଡୋ ଅନେକ କୋଠା ନଷ୍ଟ ହୋଇଥିବା ବେଳେ ଏକ ଶିଶୁ ଓ ଜଣେ ମହିଳାଙ୍କ ପ୍ରଣ ହାନି ହୋଇଥିବା ସୂଚନା ରହିଚି । ସେପଟେ ଋଷ ଅଧିକୃତ ୟୁକ୍ରେନର ଅଞ୍ଚଳକୁ ଯଥା ଶିଘ୍ର ମୁକ୍ତି କରାଯିବ ବୋଲି କହୁଛି ୟୁକ୍ରେନ ।

Related posts

ଶ୍ରୀଲଙ୍କାରେ ଦର ଦାମ ବୃଦ୍ଧିକୁ ନେଇ ରାଜ ରାସ୍ତାରେ ସାଧାରଣ ଜନତା

mahabharatanews

ଦୁବାଇରେ ବନ୍ୟା ପରିସ୍ଥିତି ସୃଷ୍ଟି

mahabharatanews

ଫାଇଟର ଜେଟ ପରେ ଏବେ ପାକିସ୍ତାନକୁ ସବମେରାଇନ ଦେବ ଚୀନ

mahabharatanews