ଓଡିଶାସ୍ୱାସ୍ଥ୍ୟ

ରାଜ୍ୟରେ ୫୦୦ ପାର ହେଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ପୁଣି ରାଜ୍ୟରେ ପୁଣି ୫ଶହ ଟପିଲା କରୋଣା ସଂକ୍ରମଣଙ୍କ ସଂଖ୍ୟା । ଗତ ୨୪ ଘଶ୍ଟାରେ ରାଜ୍ୟରେ ୫୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଲଗାତର ଭାବେ ସଂକ୍ରମଣ ବଢିବା କାରଣରୁ ମୃତ୍ୟୁ ସଂଖ୍ୟା ଧିରେ ଧୀରେ ବଢୁଛି ଯାହାଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ତାଲିକରେ ଓଡିଶା ପଞ୍ଚମ ସ୍ଥାନରେ ପହଞ୍ଚିଛି । ଗୋଟିଏ ଦିନର ବ୍ୟବଧାନ ପରେ ଗତ ୨୪ ଘଣ୍ଟାରେ ୫୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି ।

Related posts

ଥମୁନି ମଣିପୁର ହିଂସା : ଜୁଲାଇ ୧୦ ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ

mahabharatanews

ତିନିଦିନ ଧରି ଶୀତଳ ଷଷ୍ଠୀ ପାଳନ..କଲେ ଗ୍ରାମବାସୀ

mahabharatanews

୩୦% କମିପାରେ ଘରୋଇ ସ୍କୁଲଗୁଡିକର ଫି

mahabharatanews