ଓଡିଶା

ନନ୍ଦନକାନନରେ ଆରମ୍ଭ ହେବ ରୋପୱେ  

(ଭୁବନେଶ୍ୱର) : ନନ୍ଦନକାନନ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆରମ୍ଭ ହେବ ରୋପୱେ । ଫଳରେ  ପ୍ରାକୃତିକ ପରିବେଶ ,କାଞ୍ଜିଆ ହ୍ରଦ ଜଳ ରାଶି ସହିତ ବୋଟିଂର ଦୃଶ୍ୟ ରୋପୱେରେ ବସି ଦେଖିପାରିବେ ।  ଯାହା ଅତ୍ୟନ୍ତ ମନଲୋଭା । ପର୍ଯ୍ୟଟକ ମାନେ ନନ୍ଦନକାନନ, ବଟାନିକାଲ ଗାର୍ଡେନ ଚତୁପାର୍ଶ୍ଵର ମନୋଲୋଭା ପରିବେଶ ବୁଲି ମଜା ଉଠାଇବେ ।

ସୂଚନାନୁଯାୟୀ , ରୋପୱେ ୧୨ଟି କ୍ୟାବିନ୍ ରହିଛି । ଥରକୁ ୭୨ ଜଣ ବୁଲିବା ସହିତ ଘଣ୍ଟାକୁ ୫୦୦ଜଣ   ବୁଲି ପାରିବେ । ଏହାର ପରମ୍ଭ ରଜରେ ହେବ ବୋଲି ସୂଚନା ମିଳିଛି  । ନୂତନ କୌଶଳ କୌଶଳୀରେ ନିର୍ମାଣ ହୋଇଛି ରୋପୱେ ।

Related posts

ଅଜଣା ଗାଡ଼ି ଧକ୍କାରେ ବୃଦ୍ଧ ମୃତ

mahabharatanews

ଫସିରହିଥିବା ୭୦ ଜଣ ଶ୍ରମିକଙ୍କୁ ନିଜ ଅଞ୍ଚଳକୁ ଫେରିଯାଇଛନ୍ତି

mahabharatanews

ଏସଆଇଟିକୁ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

mahabharatanews