ମନୋରଞ୍ଜନ

ଗୁଜବକୁ ନେଇ ମୁହଁ ଖୋଲିଲେ ଅଭିନେତା ବିବେକ ଦହିୟା

(ମୁମ୍ବାଇ) : ସିରିଏଲଏ ଅଭିନୟ କରି ଦର୍ଶକଙ୍କ ମନରେ ଛାପ ଛାଡିଥିବା   ଯୋଡ଼ିମାନଙ୍କ ମଧ୍ୟରୁ ଅଭିନେତା ବିବେକ ଦହିୟା ଏବଂ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ ବେଶ ଚର୍ଚିତ। ବିବାହକୁ ପ୍ରାୟ ୬ବର୍ଷ ବିତିବା ପରେ ଚର୍ଚ୍ଚାକୁ ଆସିଛନ୍ତି। ଶୁଣିବାକୁ ମିଳୁଥିଲା ମା ହେବାକୁ ଯାଉଛନ୍ତି ଦିବ୍ୟାଙ୍କା ।

 

ଖବରନୁଯାୟୀ , ବିବେକ ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି “ମୁଁ ବୁଝିପାରୁ ନାହିଁ କାହିଁକି ଏହା ଆମ ସହିତ ସବୁବେଳେ ଘଟେ  ସୋସିଆଲ ମିଡିଆରେ ଏଭଳି ଖବର ଅନେକ ଥର ଆସିଛି, କିନ୍ତୁ ନା, ଦିବ୍ୟାଙ୍କା ଗର୍ଭବତୀ ନୁହଁନ୍ତି। ଯେତେବେଳେ ସେ ଗର୍ଭବତୀ ହେବେ ଆମେ ନିଶ୍ଚିତ ଭାବରେ ପ୍ରଶଂସକମାନଙ୍କୁ ଏହା ବିଷୟରେ କହିବୁ।

ଆମେ ଜଣାଇ ଦଉଛୁ, କି ଦୁହେଁ କିଛି ବର୍ଷ ପରସ୍ପରକୁ ଡେଟ କରିଥିଲେ ଏବଂ ପରେ ୨୦୧୬ରେ ଦିବ୍ୟାଙ୍କା ନିଜ ସହର ଭୋପାଳରେ ବିବେକଙ୍କୁ ବିବାହ କରିଥିଲେ।

Related posts

ରିଲିଜ ହେଲା ସନ୍ନି ଦେଓଲ୍‌ଙ୍କ ଅଭିନୀତ ‘ଗଦର-୨’ 

mahabharatanews

ଯୋଗୀଙ୍କ ପାଦ ଛୁଇଁବା ରଜନୀକାନ୍ତଙ୍କୁ ପଡିପାରେ ମହଙ୍ଗା   

mahabharatanews

ବିଜୟଙ୍କ ଫିଲ୍ମ ଜନ ନାୟଗନକୁ UA ସାର୍ଟିଫିକେଟ ଦେଲା ମାଡ୍ରାସ ହାଇକୋର୍ଟ

mahabharatanews