ମନୋରଞ୍ଜନ

ରିଲିଜ ହେଲା ‘ଗୋଡେ ଗୋଡେ ଚାଅ’ର ଟ୍ରେଲର

(ମୁମ୍ବାଇ) : ରିଲିଜ ହେଲା ପଞ୍ଜାବୀ ଚଳଚ୍ଚିତ୍ର ‘ଗୋଡେ ଗୋଡେ ଚାଅ’ର ଟ୍ରେଲର । ଫିଲ୍ମର ଟ୍ରେଲର୍‌କୁ ପ୍ରଶଂସକଙ୍କ ଜବରଦସ୍ତ ପ୍ରତିକ୍ରିୟା ମିଳୁଛି। ଅଭିନେତ୍ରୀ ସୋନମ ଫିଲ୍ମର ପ୍ରମୋସନରେ ଲାଗିପଡିଛନ୍ତି । ଫିଲ୍ମଟି ରିଲିଜ ହେଲେ ଦର୍ଶକଙ୍କୁ ବେଶ ମନୋରଞ୍ଜନ କରିବବୋଲି ଆଶା ରଖିଛନ୍ତି ଫିଲ୍ମ ପ୍ରତିଷ୍ଠାତା ।

ଆମେ ଜଣାଇଦେଉଛୁ ,  ଅନନ୍ୟା ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର-୨’ ମାଧ୍ୟମରେ ବଲିଉଡକୁ ଆସିଥିଲେ। ଏହା ପରେ ସାରା ଅଲି ଖାନଙ୍କ ଭାଗ୍ୟ ଫିଲ୍ମ ‘ସିମ୍ବା’ରେ ଚମକିଥିଲା। ଏହି ଦୁଇ ଚଳଚ୍ଚିତ୍ର କରଣଙ୍କ ଧର୍ମା ପ୍ରଡକ୍ସନ୍ସର ବ୍ୟାନରରେ ମୁକ୍ତିଲାଭ କରିଥିଲା। ଏଭଳି ପରିସ୍ଥିତିରେ ସୋନମ ବାଜୱା ମଧ୍ୟ କରଣ ଜୋହରଙ୍କଠାରୁ ବହୁତ ଆଶା ରଖିଛନ୍ତି।

Related posts

ପ୍ରେମିକଙ୍କ ନାଁରେ ହାର ପିନ୍ଧି ଚର୍ଚାରେ ଜାହ୍ନବୀ କପୁର

mahabharatanews

ଏତିକି କୋଟି ଆୟ କଲା ଫିଲ୍ମ ‘କ୍ରୁ’ 

mahabharatanews

ଚଳିତ ମାସ ହାତକୁ ଦି ହାତ ହେବେ ପରିଣୀତି ଓ ରାଘବ

mahabharatanews