ମନୋରଞ୍ଜନ

ଅନୁଭବଙ୍କ ଫିଲ୍ମ ‘ଲଭ୍ ଇନ୍ ଲଣ୍ଡନ’ର ଟ୍ରେଲର ରିଲିଜ

(ଭୁବନେଶ୍ୱର) :  ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ତଥା ଅନୁଭବ ମହାନ୍ତି ଏବଂ ସ୍ୱପ୍ନା ପ୍ରିୟଦର୍ଶିନୀଙ୍କ ଅଭିନୀତ ଓଡ଼ିଆ ଚଳଚ୍ଚିତ୍ର ‘ଲଭ୍ ଇନ୍ ଲଣ୍ଡନ’ର ଟ୍ରେଲର ଢେଙ୍କାନାଳରେ ରିଲିଜ ହୋଇଛି। ଆସନ୍ତା ଜୁନ ୧୪ରେ ରିଲିଜ୍ ହେବ ବୋଲି ଜଣାପଡିଛି ।   ତେବେ ଫିଲ୍ମଟି ଅଧିକରୁ ଅଧିକ ଲୋକପ୍ରିୟ ହେବ ବୋଲି ନିର୍ମାତା ଆଶା ରଖିଛନ୍ତି  ।

 ଆଜି ଏହାର ଟ୍ରେଲର ରିଲିଜ ହୋଇଛି ବୋଲି ଅଭିନେତା ଅନୁଭବ ସୂଚନା ଦେଇଥିଲେ। ଏହା ଛଡା ସେ କହିଛନ୍ତି ଯେ , କଳା ସଂସ୍କୃତିର ମାଟି ହେଉଛି ଢେଙ୍କାନାଳ। ଚଳଚ୍ଚିତ୍ର ଜଗତକୁ ଏହି ମାଟିର ଅବଦାନ ଅନନ୍ୟ। ଏଠାକାର ବହୁ ପ୍ରତିଭାବାନ କଳାକାର ସିନେମା ଶିଳ୍ପରେ ସୁନାମ ଅର୍ଜନ କରିଛନ୍ତି। ଜାତୀୟସ୍ତରରେ ମଧ୍ୟ ନାମ କରିଛନ୍ତି।

Related posts

“ଅଭିନେତା ପାଇଁ ଯାହା ଆବଶ୍ୟକ ଆର୍ଯ୍ୟନ୍‌ ପାଖରେ ନାହିଁ “: ଶାହରୁଖ

mahabharatanews

OTTରେ ଫିଲ୍ମ ‘ଡଙ୍କି’ 

mahabharatanews

ଖୁବଶୀଘ୍ର ପରଦାକୁ ଆସିବ ‘ଗୋଲମାଲ ୫’ 

mahabharatanews