ଓଡିଶା

ଯୋବ୍ର ବ୍ରିଜରୁ ଅଜଣା ଲୋକଙ୍କ ମୃତଦେହ ଉଦ୍ଧାର

କଟକ : କଟକ ଯୋବ୍ରା ବାରେଜ୍ ରେ ଏକ ସବ ଭାସୁଥିବା ଦେଖି ବାକୁ ମିଳିଛି ।ଆଜି ସକାଳୁ କଟକ ଯୋବ୍ରା ବ୍ରିଜ୍ ଗେଟ୍ ରେ କୌଣସି ଅଜଣା ବ୍ୟକ୍ତି ର ସବ ଭାସୁଥିବା ର ଦେଖି ବାକୁ ମିଳିଥିଲା। ଏନେଇ ସ୍ଥାନୀୟ ଲୋକମାନେ ଜଗତପୁର ଥାନା ଖବର ଜଣେଇ ଥିଲେ । ପରେ ଜଗତପୁର ଥାନା ର ଅଧିକାରି ଓ ଓଡରାଫ ଟିମ୍ ଘଟଣା ସ୍ଥଳରେ ପହଁଚି ଶବକୁ ଉଦ୍ଧାର କରି ବେବଛେଦ ପାଇଁ କଟକ ଏସସିବିକୁ ପଠାଇ ଥିବା ଜଣା ପଡିଛି। ତେବେ ସୂଚନା ଅନୁସାରେ ବ୍ୟକ୍ତି ଜଣକ କିଏ ତହା ଜଣା ପହିନାହିଁ । ତାଙ୍କର ମୃତ୍ୟୁ କେଉଁକାରଣରୁ ହୋଇଛି ତାହା କଣାପଡିନାହିଁ ।ପୋଲିସ ଏହାର ତଦନ୍ତ ଜାରି ରଖିଛି ।ଖୁବ ଶିଘ୍ର ବ୍ୟକ୍ତିଙ୍କ ସଂମ୍ପର୍କରେ ଜଣାପଡିବବୋଳଇ ପୋଲିସ କହିଛନ୍ତି ।

 

Related posts

ସ୍ୱାଧୀନତା ପରେ ମଧ୍ୟ ପହରିଆ ସମ୍ପ୍ରଦାୟଙ୍କୁ ମିଳିନି ଜନଜାତି ମାନ୍ୟତା

mahabharatanews

ଦୁର୍ଘଟଣାସ୍ଥଳରେ ମୁଖ୍ୟମନ୍ତ୍ରୀ:  ଆହତଙ୍କୁ ଭେଟିଲେ

mahabharatanews

ସେଲଫି ନେବାକୁ ଯାଇ ନଦୀରେ ଭାସିଗଲେ ୨ ଭଉଣୀ

mahabharatanews