ଭାରତ

ନୌକା ଦୁର୍ଘଟଣାରେ ଚାଲିଗଲା ୧୬ ଜୀବନ 

(କେରଳ) : ନୌକା ଦୁର୍ଘଟଣାରେ ଚାଲିଗଲା ୧୬ ଜୀବନ । ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି  କେରଳର ମଲପ୍ପୁରମରେ ।   ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସୂଚନାନୁଯାୟୀ  ,ଡଙ୍ଗାରେ ୪୦ ଜଣ ଯାତ୍ରୀ ଥିଲେ। ଘଟଣାସ୍ଥଳରୁ ପ୍ରଥମେ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ପରେ ଏହି ସଂଖ୍ୟା ୧୫କୁ ବୃଦ୍ଧି ପାଇଥିବା ନେଇ କେରଳ ମନ୍ତ୍ରୀ ସୂଚନା ଦେଇଛନ୍ତି। ଉଦ୍ଧାର ଲୋକଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଏହି ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ମୃତକଙ୍କ ପରିବାରକୁ ୨ ଲକ୍ଷ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି।

 

 

 

Related posts

ଗତ ୨୪ ଘଣ୍ଟାରେ ଦେଶରୁ ୭୮୨ ସଂକ୍ରମିତ ଚିହ୍ନଟ

mahabharatanews

ଆଥଲେଟଙ୍କୁ ସମ୍ମାନିତ କଲେ ୫ଟି ସଚିବ

mahabharatanews

ଲୋରି ସହ ବସ୍‌ ପିଟି ହୋଇ ୬ମୃତ

mahabharatanews