ଭାରତ

ଗତ ୨୪ ଘଣ୍ଟାରେ ଦେଶରୁ ୧୩୨୭ କରୋନା ସଂକ୍ରମିତ ଚିହ୍ନଟ 

(ଦିଲ୍ଲୀ) : ଗତ କିଛି ଦିନ ହେବ କରୋନା ହ୍ରାସ ପାଇବାରେ ଲାଗିଛି । ଦୈନିକ କରୋନା ମାମଲା ବର୍ତ୍ତମାନ ୧ ହଜାର ପାଖାପାଖି ରହିଛି ।  ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ସାରା ଦେଶରେ ମୋଟ 1 ହଜାର ୩୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ କରୋନାଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ହୋଇଛି । ଏଥି ସହିତ ୩୭୫୨ ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।

ସେପଟେ ଏହା ପରେ ଦେଶରେ ସକ୍ରିୟ ମାମଲା ୨୨୭୪୨ ରେ ପହଞ୍ଚିଛି ।  କରୋନା ରୋଗୀଙ୍କୁ ମିଶାଇ ଦେଶରେ ବର୍ତ୍ତମାନ ମୋଟ ୪, ୪୯ ୭୨ ୮୦୦  ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ମୋଟ ୪୪୪୧୮୩୫୧  ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି । ଏହା ସହିତ କରୋନା କାରଣରୁ ମୋଟ 5 ୩୧୭୦୭ ରୋଗୀ ପ୍ରାଣ ହରାଇଛନ୍ତି ।

Related posts

ଇରାନ-ଇସ୍ରାଏଲ  ଯୁଦ୍ଧ: ଉଭୟ ଦେଶକୁ ଶାନ୍ତି ପାଇଁ ନିବେଦନ କଲା ଭାରତ

mahabharatanews

TMC ମନ୍ତ୍ରୀଙ୍କ ଔଦ୍ଧତ୍ୟ: ରାଷ୍ଟ୍ରପତିଙ୍କ ବିରୋଧରେ ଦେଲେ କୁତ୍ସିତ ମନ୍ତବ୍ୟ

mahabharatanews

ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ

mahabharatanews