ଭାରତ

ସ୍କୁଲରେ ନିଆଁ ଲାଗି ୨୦ ଛାତ୍ର ମୃତ

(ଜର୍ଜଟାଉନ) : ସ୍କୁଲରେ ନିଆଁ ଲାଗି ୨୦ ଛାତ୍ର ମୃତ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଦକ୍ଷିଣ ଆମେରିକାର ଦେଶ ଗାୟାନାର ଏକ ସ୍କୁଲ ଡର୍ମିଟୋରିରେ ।ରବିବାର ନିଆଁ ଲାଗିବା ଯୋଗୁ ଅତି କମ୍‌ରେ ୨୦ ଜଣ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ଗାୟାନା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାନୁଯାୟୀ ,  କେନ୍ଦ୍ରୀୟ ଗାୟାନାର ମେହଦିଆ ସେକେଣ୍ଡାରି ସ୍କୁଲରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ବହୁ ଛାତ୍ର ଆହତ ମଧ୍ୟ ହୋଇଛନ୍ତି। ଆହତମାନଙ୍କୁ ଦୁଇଟି ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଘରୋଇ ଓ ସାମରିକ ବିମାନ ଜର୍ଜଟାଉନଠାରୁ ୨୦୦ କିମି ଦୂର ମେଦିଆରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ।

Related posts

ଦେଶରେ ଉଦଘାଟନ୍ ହେଲା ନିଯୁକ୍ତି ମେଳା

mahabharatanews

ବୃଦ୍ଧି ପାଉଛି ପ୍ରଦୂଷଣର ସ୍ତର, ୧୦ ପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ 

mahabharatanews

ବାଣ କାରଖାନାରେ ଅଚାନକ ବିସ୍ଫୋରଣ , ୩ମୃତ

mahabharatanews