ମନୋରଞ୍ଜନ

୨୦୦କୋଟି ଅତିକ୍ରମ କଲା ଫିଲ୍ମ ‘ଦି କେରଳ ଷ୍ଟୋରୀ’ 

(ମୁମ୍ବାଇ) :   ୨୦୦କୋଟି ଅତିକ୍ରମ କଲା ଫିଲ୍ମ ‘ଦି କେରଳ ଷ୍ଟୋରୀ’  । ରିଲିଜର ୧୮ଦିନରେ ଫିଲ୍ମଟି ୨୦୦କୋଟି କ୍ଲବରେ ସାମିଲ ହୋଇଛି।  ମେ’ ୫ରେ ରିଲିଜ୍ ହୋଇଥିଲା ବହୁଚର୍ଚ୍ଚିତ ଫିଲ୍ମର ବଜେଟ ମାତ୍ର ୧୫-୨୦କୋଟି ଥିବା ବେଳେ ଏବେ ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଥିବା ଦେଖାଯାଇଛି।

ସୂଚନାନୁଯାୟୀ , ଫିଲ୍ମଟି ୯ମ ଦିନର ଆୟ ‘କେଜିଏଫ୍-୨’ର ରେକର୍ଡ ଭାଙ୍ଗିଥିବା ବେଳେ ଏବେ ୧୦ମ ଦିନର ଆୟ ଶାହରୁଖଙ୍କ ସୁପରହିଟ ଫିଲ୍ମ ‘ପଠାନ’ର ରେକର୍ଡ ଭାଙ୍ଗିଥିଲା। ଏବେ ଚଳିତ ବର୍ଷର ଦ୍ବିତୀୟ ବଡ଼ ବଲିଉଡ ଫିଲ୍ମ ପାଲଟିଛି ‘ଦି କେରଳ ଷ୍ଟୋରୀ’। ଏତେ କମ ବଜେଟରେ ନିର୍ମାଣ ହୋଇଥିବା ଫିଲ୍ମଟି ଏତେ ସଫଳ ହେବ ‌ବୋଲି କେହି ଆଶା ରଖିନଥିବା ବେଳେ ଫିଲ୍ମଟି କମାଲ କରିଛି।

 

 

Related posts

ଠକାମିର ଶିକାର ହେଲେ ବଲିଉଡ ଅଭିନେତା ରାକେଶ ବେଦୀ

mahabharatanews

ବିମାନ ଦୁର୍ଘଟଣାରେ ହଲିଉଡ୍‌ ଅଭିନେତା ଖ୍ରୀଷ୍ଟିଆନ ଓଲିଭର ମୃତ

mahabharatanews

୫୦୦କୋଟି ଟଙ୍କା କ୍ଲବରେ ଏଣ୍ଟ୍ରି କଲା ‘ସାଲାର’ 

mahabharatanews