ମନୋରଞ୍ଜନ

ମୌନୀଙ୍କ କାନ୍ସ ଲୁକ ହେଲା ଭାଇରାଲ

(ମୁମ୍ବାଇ) :  କାନ୍ସ ଲୁକକୁ ବର୍ତ୍ତମାନ ମୌନୀ ରୟଙ୍କ  ନେଇ ଚର୍ଚ୍ଚା ଜୋର ଧରିଛି । ଖୁବ ଷ୍ଟାଇଲିଷ୍ଟ୍ ଅନ୍ଦାଜରେ ନଜର ଆସିଥିଲେ ଅଭିନେତ୍ରୀ । ମୌନୀ ଏକ ନୀଳ କଲର ଡ୍ରେସରେ ନଜର ଆସିଥିଲେ । ଯେଉଁଥିରେ ସେ ଖୁବ ସୁନ୍ଦର ଦିଶୁଥିଲେ ।

ସୂଚନାନୁଯାୟୀ ,ମୌନୀ ରୟ ନିଜେ ଇନଷ୍ଟାଗ୍ରାମରେ ଏହି ଫଟୋ ସେୟାର କରିଛନ୍ତି   କ୍ୟାପସନରେ ଲେଖି ସେ ସୂଚନା ଦେଇଥିଲେ ଯେ, ସେ ଏପରି ଅନ୍ଦାଜରେ କାନ୍ସ ଫ୍ୟାସନ୍ ଇଭେଣ୍ଟର ରେଡ୍ କାର୍ପେଟରେ ୱାକ୍ କରିଥିଲେ । ହେଲେ ଦର୍ଶକଙ୍କୁ କିଛି ଖାସ୍ ପସନ୍ଦ ଆସିନଥିଲା ତାଙ୍କ ଲୁକ୍ ।ମୌନୀ ରୟଙ୍କୁ ପରିହାସ କରି ଜଣେ ଉପଭୋକ୍ତା ଲେଖିଛନ୍ତି – ଆରେ, ଜାଲର ମାଲିକ କୁଆଡେ ଗଲେ, ତାଙ୍କୁ କୁହ ଯେ ତାଙ୍କ ଜାଲରେ ଏକ ବିରାଟ ମାଛ ଫସି ରହିଛି ।

Related posts

 ଭିକିଙ୍କ ଫିଲ୍ମ  ‘ସାମ୍ ବାହାଦୂର’କୁ ୟୁଏ ସାର୍ଟିଫିକେଟ୍

mahabharatanews

କ୍ୟାଟ୍ରିନାଙ୍କ ‘Deefake Video’ ଭାଇରଲ  

mahabharatanews

ପ୍ରଶଂସା ସାଉଁଟୁଛି କ୍ୟାଟ୍ରିନା କୈଫଙ୍କର ଆକ୍ସନ୍ ଲୁକ 

mahabharatanews