ଓଡିଶା

ଚଣ୍ଡୀହର ଦେବି ମା ବାଟମଙ୍ଗଳାଙ୍କ ପ୍ରଥମ ବାର୍ଷିକ ଉତ୍ସବ ପାଳନ କଲେ ୧୯୯୯ ମାଟ୍ରିକ ବ୍ୟାଚ ଛାତ୍ର,ଛାତ୍ରୀ.

ପ୍ରସିଦ୍ଧ ମା ମାଣିନାଗଙ୍କ ପୀଠକୁ ଗଲାବେଳେ ପ୍ରଥମେ ମା ବାଟମଙ୍ଗଳାଙ୍କ ମନ୍ଦିରକୁ ଦର୍ଶନ ଆଉ ଅତିକ୍ରମ କରି ଯିବାକୁ ପଡିଥାଏ l ବହୁ ପୁରାତନ ରାଜରାଜୁଡା ଅମଳରୁ ଏବେହେଳିତ ହୋଇ ଭଗ୍ନ ଅବସ୍ଥା ରେ ପଡିଥିବା  ମନ୍ଦିର ର ପୁର୍ଣରୁଦ୍ଧାର ପାଇଁ ବି.ସି ହାଇ ସ୍କୁଲର ଛାତ୍ରଛାତ୍ରୀଙ୍କର  ଅବଦାନ ଆଉ ଭୂମିକା ଅତ୍ୟନ୍ତ ଗୁରୁତ୍ୱ ପୁର୍ଣ l ଯାହା ବର୍ଷ ବର୍ଷ ଧରି ସରକାର କରି ପାରିଲେନି l ତାହା  ୧୯୯୯ ବ୍ୟାଚ ଛାତ୍ର ଛାତ୍ରୀ ମାନେ ନୂତନ ମନ୍ଦିର ପ୍ରଚୀଷ୍ଠା କରି ରଣପୁର ଅଞ୍ଚଳ ରେ ଖୁବ ପ୍ରଶଂଶିତ ହୋଇପାରିଛନ୍ତି l

ଚଣ୍ଡୀ ହର ଦେବି ମା ବାଟ ମଙ୍ଗଳା ଙ୍କର ପ୍ରଥମ ବାର୍ଷିକ ଉତ୍ସବ କୁ ଦୂରରେ ରହୁଥିବା ସବୁ ଛାତ୍ର  ଏକତ୍ରିତ ହୋଇ ଆନନ୍ଦ ସହ ପାଳନ କରିଛନ୍ତି l ପ୍ରଥମେ କଳସ ଯାତ୍ରା ପରେ ମା ଙ୍କ ରୀତିନୀତି ପରେ   ସହ ସହ ଭକ୍ତ ଙ୍କ ପାଇଁ ପ୍ରସାଦ ସେବନ ଵେବସ୍ଥା ସହିତ ଯଂଜ୍ଞ ର ପୂର୍ଣ୍ଣାହୁତି ସମ୍ପର୍ଣ ହୋଇଛି l  ଏହି ମହତ କାର୍ଯ୍ୟ କୁ ରଣପୁର ବlସି ସାଧୁବାଦ ଦେଇଛନ୍ତି ଯାହା ଉକ୍ତ ଉଚ୍ଚ ବିଦ୍ୟାଳୟ ର  ପୂର୍ବ ତନ ଶିକ୍ଷକ ଆଉ ଶିକ୍ଷୟତ୍ରୀ ଙ୍କ ପତିକ୍ରିୟା ରୁ ଜଣାପଡୁଛି କେତେ ପିଲା ଙ୍କ ପ୍ରତି ଭଲ ପାଇବା ଆଉ ଆଶୀର୍ବାଦ ରହିଛି।

Related posts

ଓଡିଶାରେ ପଶ୍ଚିମବଙ୍ଗ ଶ୍ରମିକଙ୍କ ଜୀବନ ନେବା ଘଟଣାକୁ ମମତାଙ୍କ ନିନ୍ଦା

mahabharatanews

ରାଉରକେଲାରେ ବୁଲା କୁକୁର ଆତଙ୍କ,୨୫୦ରୁ ଉଦ୍ଧ୍ୱର୍ କାମୁଡାର ଶିକାର

mahabharatanews

ବିପଦରେ ବନ୍ୟଜନ୍ତୁ, ଢିଲା ମାରୁଛନ୍ତି ବନ ବିଭାଗ

mahabharatanews