ଭାରତ

 ଆଇସିୟୁରେ ଭର୍ତ୍ତି ହେଲେ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ

(ଦିଲ୍ଲୀ) : ହସ୍ପିଟାଲରେ ଭର୍ତ୍ତି ହେଲେ ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ସତ୍ୟେନ୍ଦ୍ର ଜୈନ ସକାଳେ ବାଥରୁମରେ ବେହୋସ ହୋଇ ପଡ଼ିଯାଇଥିଲେ। ସତ୍ୟେନ୍ଦ୍ର ଜୈନଙ୍କୁ ତୁରନ ଦୀନ୍‌ ଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।  ସତ୍ୟେନ୍ଦ୍ର ଜୈନ ଏବେ ହସ୍ପିଟାଲ ଆଇସିୟୁରେ ରହିଛନ୍ତି  ।

ସୂଚନାନୁଯାୟୀ , ଏହା ପୂର୍ବରୁ ଗତ ଶନିବାର ଦିନ ତାଙ୍କର ଦିନ ଦୟାଲ ଉପାଧ୍ୟାୟ ହସ୍ପିଟାଲରେ ବିଭିନ୍ନ ଟେଷ୍ଟ୍‌ କରାଯାଇଥିଲା। ସତ୍ୟେନ୍ଦ୍ର ଜୈନଙ୍କ ଓଜନ ଜେଲ୍‌ରେ ୩୫ କିଲୋ କମିଯାଇଥିବାରୁ ତାଙ୍କ ସମର୍ଥକମାନେ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।

Related posts

 କନ୍ନୌଜରୁ ନିର୍ବାଚନ ଲଢିବେ ସୁପ୍ରିମୋ ଅଖିଲେଶ ଯାଦବ

mahabharatanews

‘ଚିତା ସ୍ଥାନାନ୍ତରଣ ଉପରେ ତୁରନ୍ତ ବିଚାର କର ‘ : ସୁପ୍ରିମ୍‌ କୋର୍ଟ

mahabharatanews

ଆସନ୍ତାକାଲି ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି 

mahabharatanews