ଭାରତ

 ଚୀନ୍‌ରେ ବଢୁଛି ଓମିକ୍ରନ୍‌ ସଂକ୍ରମିତ ସଂଖ୍ୟା

(ଚୀନ୍‌) :  ଚୀନ୍‌ରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇଛି। ଓମିକ୍ରନ୍‌ ପ୍ରଜାତି ଏକ୍ସବିବି ପାଇଁ ଚୀନ୍‌ରେ ଗତ ଏପ୍ରିଲରୁ ସଂକ୍ରମଣ ବଢ଼ୁଛି। ଚଳିତ ମାସ ଶେଷ ସୁଦ୍ଧା ଦେଶରେ ସାପ୍ତାହିକ ସଂକ୍ରମଣ ୪୦ ନିୟୁତ ରହିବ। ଜୁନ୍‌ ଶେଷରେ ସଂକ୍ରମଣ ଶୀର୍ଷରେ ପହଞ୍ଚିବ ଏବଂ ଏହି ସମୟରେ ସାପ୍ତାହିକ ସଂକ୍ରମଣ ୬ କୋଟି ୫୦ ଲକ୍ଷ ରହିବ।

 

ସୂଚନାନୁଯାୟୀ , ଚୀନ୍‌ରେ ଏହି ନୂଆ ସଂକ୍ରମଣ ବୃଦ୍ଧି ସବୁଠାରୁ ବଡ଼ ଲହର ହେବ। ଚୀନ୍‌ରେ ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରେ ପ୍ରବଳ ଚାପ ବଢ଼ିଥିବା ଜଣାପଡ଼ିଛି। ଏକ୍ସବିବି ପ୍ରଜାତି ପାଇଁ ଚୀନ୍‌ରେ ସଂକ୍ରମଣ ବଢ଼ିଛି। ବିଏ.୨.୭.୫ଠାରୁ ଏହା ଅଧିକ ସଂକ୍ରାମକ।

Related posts

ମୁହଁରେ ସାଲ ଘୋଡାଇ ରାମଲାଲାଙ୍କୁ ଦର୍ଶନ କଲେ ଅନୁପମ

mahabharatanews

 ବିଜେପି ଛାଡିବାକୁ ଗଡକରୀଙ୍କୁ ପ୍ରସ୍ତାବ

mahabharatanews

ବନ୍ୟା ଓ ଭୂସ୍ଖଳନ ; ବିହାରରେ ସର୍ବାଧିକ ୫୧୮ ମୃତ 

mahabharatanews