ଓଡିଶା

ପ୍ରବଳ ବର୍ଷା:  ୫୦ରୁ ଅଧିକ ଲୋକ ଆହତ 

(ରାଜସ୍ଥାନ) :  ରାଜସ୍ଥାନର ଟଙ୍କ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ଓ ପବନ ହେବାରୁ ୧୨ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗୁରୁବାର ରାତିରୁ ରାଜସ୍ଥାନର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ଏଥିଯୋଗୁଁ ଅନେକ ଜୀବନହାନି ହେବା ସହ ଶତାଧିକ ଘର ଭାଙ୍ଗିରୁଜି ଯାଇଛି।

ସୂଚନାନୁଯାୟୀ , ଶତାଧିକ ଘର ଭାଙ୍ଗିରୁଜି ଯାଇଥିବା ବେଳେ ଆହତମାନଙ୍କୁ ଜିଲ୍ଳାର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ଷା ଯୋଗୁଁ ହୋଇଥିବା କ୍ଷୟକ୍ଷତି ଆକଳନ କରାଯାଉଛି।

Related posts

ଖୋଲିଲା ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର

mahabharatanews

ତିର୍ତ୍ତୋଲ ବ୍ଳକର ତିନି ଗାଁ ଜଳବନ୍ଦୀ

mahabharatanews

ନିସ୍ତବ୍ଧ କଣିହାଁ ବ୍ଲକସ୍ଥ ଡେରେଙ୍ଗ ଫାଣ୍ଡି

mahabharatanews