ଓଡିଶା

ଖୁବଶୀଘ୍ର ମା’ ହେବ ‘ମଲ୍ଲୀ’

(ଭିତରକନିକା) :  ଭିତରକନିକା ଜାତୀୟ ଉଦ୍ୟାନର ଡାଙ୍ଗମାଳସ୍ଥିତ ବଉଳା କୁମ୍ଭୀର ପ୍ରଜନନ କେନ୍ଦ୍ରରେ ଥିବା ଧଳା କୁମ୍ଭୀର ‘ମଲ୍ଲୀ’ ମା’ ହେବ ବୋଲି ସୂଚନା ମିଳିଛି ।ମଲ୍ଲୀ ପୂର୍ବରୁ ୨ଥର ଅଣ୍ତା ଦେଇଥିଲା। ସେଥିରୁ କିନ୍ତୁ ଛୁଆ ବାହାରି ନ ଥିଲା  ଏଥର ତା’ର ଚାଲିଚଳନ ଓ ବ୍ୟବହାରରେ ପରିବର୍ତ୍ତନରୁ ଚଳିତବର୍ଷ ପୁଣି ଅଣ୍ତା ଦେବ ବୋଲି ବନବିଭାଗ ସୂତ୍ରରୁ ଜଣାପଡ଼ିଛି।

ସୂଚନାନୁଯାୟୀ , ଆବଦ୍ଧ ପୋଖରୀ ମଧ୍ୟରେ ନିଃସଙ୍ଗ ଜୀବନ ବିତାଉଥିବା ମଲ୍ଲୀ ଅଣ୍ତା ଦେବା ନିମନ୍ତେ ବସା ବାନ୍ଧିବା ପ୍ରକ୍ରିୟାରେ ବ୍ୟସ୍ତ। ଅଣ୍ତା ଦେବା ହେତୁ ସପ୍ତାହେ ହେଲା ତା’ର ଆଚରଣରେ ଅସ୍ବାଭାବିକ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି।

 

 

Related posts

ଠିକାଦାରଙ୍କ ମନମାନିକୁ ବିରୋଧ, ଉଦ୍ୟାନ ବିଭାଗ ଶ୍ରମିକଙ୍କ ବିକ୍ଷୋଭ

mahabharatanews

ସୁବର୍ଣ୍ଣପୁର ଜିଲ୍ଲାରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଆରମ୍ଭ

mahabharatanews

ନାଗରିକ ସଂଶୋଧନ ଅଧିନିୟମ ସମ୍ପର୍କିତ କର୍ମଶାଳା ।

mahabharatanews