ଭାରତ

ଦ୍ୱିତୀୟ ଥର ପାଇଁ ଭୁଶୁଡିଲା ବିହାରର ନିର୍ମାଣଧୀନ ପୋଲ

(ବିହାର) : ହଠାତ ଭୁଶୁଡି ପଡିଲା ପୋଲ   । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି  ବିହାରର ଭାଗଲପୁରରେ । ନିର୍ମାଣାଧୀନ ଅଗୁୱାନି-ସୁଲତାନଜ ବ୍ରିଜ୍ର ଏକ ଅଂଶ ଗଙ୍ଗା ନଦୀକୁ ଖସିପଡିଥିଲା । ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନାନୁଯାୟୀ , ୧,୭୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ସେତୁ ପୂର୍ବରୁ ମଧ୍ୟ ଥରେ ଭୁଶୁଡ଼ି ଥିଲା । ଏହା ଦ୍ୱିତୀୟ ଦୁର୍ଘଟଣା । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିର୍ମାଣାଧୀନ ସେତୁ ଭୁଶୁଡ଼ିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଚଳିତ ବର୍ଷ ଶେଷ ସୁଦ୍ଧା ଏହି ସେତୁକୁ ଉଦଘାଟନ କରିବାର ଯୋଜନା ଥିଲା, କିନ୍ତୁ ବର୍ତ୍ତମାନ ଏପରି ଅଘଟଣ ଘଟିଛି  ।

Related posts

ରାମଲାଲାଙ୍କ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି 

mahabharatanews

ମୁସଲମାନମାନଙ୍କୁ RSSରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି କି?

mahabharatanews

ସହିଦ ଯବାନଙ୍କ ମର ଶରୀରକୁ ଗାଁକୁ ଆଣିବାକୁ ମନା କରିଦେଲେ ଗାଁର ସରପଞ୍ଚ

mahabharatanews