ଭାରତ

ଅଲଗା ହେଲା ଚନ୍ଦ୍ରଯାନ-୩  ଲ୍ୟାଣ୍ତର ବିକ୍ରମ

(ଦିଲ୍ଲୀ)  :  ଅଲଗା ହେଲା ଚନ୍ଦ୍ରଯାନ-୩  ଲ୍ୟାଣ୍ତର ବିକ୍ରମ ଓ ପ୍ରପଲସନ୍ ମଡ୍ୟୁଲ । ରୋଭର ପ୍ରଜ୍ଞା ସହ ଚନ୍ଦ୍ରପୃଷ୍ଠରେ ଓହ୍ଲାଇ ବିକ୍ରମ । ଏହା ପରେ ଚନ୍ଦ୍ର କକ୍ଷରେ ଏକାକୀ ରହିଯାଇଛି ପ୍ରପଲସନ୍ ମଡ୍ୟୁଲ । ଏନେଇ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାନୁଯାୟୀ , ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୫ଟା ୪୭ରେ ଚନ୍ଦାମା ଛୁଇଁବା ପାଇଁ ଇସ୍ରୋ ପକ୍ଷରୁ ପ୍ରସ୍ତୁତି କରାଯାଇଛି । ପ୍ରୋପଲସନ ମଡ୍ୟୁଲ ଏବଂ ଲ୍ୟାଣ୍ଡର ମଡ୍ୟୁଲ ଅଲଗା ହେବ ଅର୍ଥାତ ଚନ୍ଦ୍ରଯାନ ଭିତରେ ଲ୍ୟାଣ୍ଡରର ନାମ ବିକ୍ରମ ଅଲଗା ହେବ । ଏହା ଭିତରେ ପ୍ରଜ୍ଞାନ ରହିଛି । ଚନ୍ଦ୍ର ପୃଷ୍ଠରେ ଲ୍ୟାଣ୍ଡର ଅବତରଣ କରିବା ପରେ ପ୍ରଜ୍ଞାନ ବାହାରକୁ ଆସିବ । ଅଗଷ୍ଟ ୨୩ ତାରିଖ ସନ୍ଧ୍ୟାରେ ଏହାର ଯାନ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ ବୋଲି ଇସ୍ରୋ ପ୍ରସ୍ତୁତି ଚଳାଇଛି ।

Related posts

୧୫ ବର୍ଷ ଭିତରେ ୪୧.୫ କୋଟି ଗରିବ ହ୍ରାସ

mahabharatanews

ଦେଶରେ ଅଚାନକ ଡାଉନ ହେଲା ଗୁଗଲ ମିଟ

mahabharatanews

ମୋ କିଡନୀ ଚୋରି କରିଥିବା ଡାକ୍ତରଙ୍କ କିଡନୀ ମୋତେ ଦିଅ

mahabharatanews