ଭାରତ

‘ଦିଲ୍ଲୀ ହସ୍ପିଟାଲ୍‌ରେ ଅଚାନକ ଅଗ୍ନିକାଣ୍ଡ; ୨୦ ଶିଶୁ ସୁରକ୍ଷିତ

(ଦିଲ୍ଲୀ) : ହସ୍ପିଟାଲରେ ଅଚାନକ ନିଆଁ ।  ଶୁକ୍ରବାର ରାତିରେ ପଶ୍ଚିମ ଦିଲ୍ଲୀ ଅନ୍ତର୍ଗତ ଜନକପୁରୀ ଅଞ୍ଚଳରେ ନିଆଁ ଲାଗିଯାଇଥିବା ଏକ ହସ୍ପିଟାଲ୍‌ରୁ ଦିଲ୍ଲୀ ଅଗ୍ନିଶମ ସେବା ୨୦ଜଣ ନବଜାତ ଶିଶୁଙ୍କୁ ଉଦ୍ଧାର କରିଛି।

ସୂଚନାନୁଯାୟୀ ,  ବୈଶାଳୀ କଲୋନିରେ ଥିବା ଏକ ନବଜାତ ଶିଶୁ ଡାକ୍ତରଖାନାରେ ନିଆଁ ଲାଗିଯାଇଥିଲା। ହସ୍ପିଟାଲ୍‌ରେ ନିଆଁ ଲାଗିଛି ରାତି ୧.୩୫ ଲାଗିଥିଲା । ତେବେ ପ୍ରଥମେ ୪ଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ୨୦ଜଣ ନବଜାତ ଶିଶୁଙ୍କୁ ଉଦ୍ଧାର କରିଥିଲେ । ହସ୍ପିଟାଲ୍‌ର ମାତ୍ର ଗୋଟିଏ ଫ୍ଲୋର୍‌ରେ ଘଟିଥିବା ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି, କିନ୍ତୁ ଡାକ୍ତରଖାନାର ‘ବେସ୍‌ମେଣ୍ଟ୍‌’ରେ ଥିବା କିଛି ଆସବାବ୍‌ପତ୍ର ପୋଡ଼ିଯାଇଛି

 

 

Related posts

ଦିଲ୍ଲୀ ବିଶ୍ବର ସବୁଠୁ ଖରାପ ବାୟୁଗୁଣବତ୍ତା ରାଜଧାନୀ

mahabharatanews

“ବାରାଣାସୀରୁ ମୋଦିଙ୍କ ବିରୋଧରେ କେଜ୍ରିୱାଲ ଲଢ଼ିବା ଉଚିତ”

mahabharatanews

ସେନା ଗୁଳିରେ ଜଣେ ଆତଙ୍କବାଦୀ ନିହତ  

mahabharatanews