ମନୋରଞ୍ଜନ

ରିଲିଜ ହେଲା ପ୍ରଭାସଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଆଦିପୁରୁଷ’

(ମୁମ୍ବାଇ) : ଆଦିପୁରୁଷର ରିଲିଜ୍ ପୂର୍ବ ଇଭେଣ୍ଟରେ ଫୁଟିଛି ୫୦ଲକ୍ଷର ବାଣ।ଆଜି ଅର୍ଥାତ  ଜୁନ୍ ୧୬ରେ ଫିଲ୍ମଟି ରିଲିଜ୍ ହୋଇଥିବା ବେଳେ  ଏହି ଫିଲ୍ମକୁ ନେଇ ବେଶ ଖୁସି ଅଛନ୍ତି ଦର୍ଶକ।

ସୂଚନାନୁଯାୟୀ , ଆଜି ତିରୁପତିରେ ଆଦିପୁରୁଷର ରିଲିଜ୍ ପୂର୍ବ ଇଭେଣ୍ଟ ଅନୁଷ୍ଠିତ ହୋଇଛି । ତିରୁପତିଠାରେ ଆଦିପୁରୁଷ ପାଇଁ ସ୍ୱତନ୍ତ୍ର ଟ୍ରେଲର ଲଞ୍ଚ ଇଭେଣ୍ଟ ଅନୁଷ୍ଠିତ ହୋଇଥିବା ବେଳେ  ଥିବା ବେଳେ ଏଥିପାଇଁ ନିର୍ମାତା କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ସାମ୍ନାକୁ ଆସିଛି। ଏହି ଇଭେଣ୍ଟ ପାଇଁ ନିର୍ମାତା ମୋଟ ୨.୫ କୋଟି ଟଙ୍କା ଖର୍ଚ୍ଚ କରିଥିବା କୁହାଯାଉଛି।

Related posts

‘ଭାରତ ମାତା କି ଜୟ’ଲେଖି ଚର୍ଚାରେ ବିଗ୍ ବି

mahabharatanews

୨୧ରେ ଓଟିଟି ପ୍ଲାଟଫର୍ମରେ  ଫିଲ୍ମ ‘ଲିଓ’

mahabharatanews

୨୨ରେ ରିଲିଜ ହେବ ପ୍ରଭାସଙ୍କ ଫିଲ୍ମ ‘ସାଲାର୍‌’

mahabharatanews