ମନୋରଞ୍ଜନ

 ଫିଲ୍ମ ‘ସତ୍ୟପ୍ରେମ କି କଥା’,ବେଶ ପସନ୍ଦ କରୁଛନ୍ତି ଦର୍ଶକ

(ମୁମ୍ବାଇ) :  ବଲିଉଡ ଅଭିନେତା କାର୍ତ୍ତିକ ଆରୟନ ଏବଂ ଅଭିନେତ୍ରୀ କିଆରା ଆଡଭାନୀଙ୍କ ଫିଲ୍ମ ‘ସତ୍ୟପ୍ରେମ କି କଥା’ ଶୁକ୍ରବାରଠୁ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରଠାରୁ ଦର୍ଶକ ବହୁତ ଆଶା ରଖିଥିବା ବେଳେ ରିଲିଜ୍ ପରେ ଫିଲ୍ମଟି ଦର୍ଶକଙ୍କ ମନ ମୋହୁଛି ।

ତଥ୍ୟାନୁଯାୟୀ ,  ଏହି ଚଳଚ୍ଚିତ୍ରର ବିଶେଷ କଥା ହେଉଛି ଫିଲ୍ମରେ ଏକ ସ୍ବତନ୍ତ୍ର ବାର୍ତ୍ତା ଦିଆଯାଇଛି, ଯାହା ପାଇଁ ଫିଲ୍ମକୁ ଦେଖିବାକୁ ଦର୍ଶକଙ୍କ ଉତ୍ସାହ ବଢ଼ିଛି। ‘ଭୁଲ ଭୁଲୈଆ ୨’ପରେ ଦର୍ଶକମାନେ ପୁଣି ଥରେ କିଆରା-କାର୍ତ୍ତିକଙ୍କ ଯୋଡି ଦେଖିବାକୁ ପାଇଛନ୍ତି। ଏହି ଦୁଇଜଣ ପୁଣିଥରେ ବଡ ପରଦାରେ ଯାଦୁ ସୃଷ୍ଟି କରିଛନ୍ତି। ଫିଲ୍ମ ‘ସତ୍ୟପ୍ରେମ କି କଥା’କୁ ସୋସିଆଲ ମିଡିଆରେ ପ୍ରଶଂସା କରାଯାଉଛି। ଲୋକମାନେ ଫିଲ୍ମ ଦେଖିବା ସହିତ ଟ୍ୱିଟରରେ ନିଜର ପ୍ରତିକ୍ରିୟା ଦେଉଛନ୍ତି।

Related posts

 ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ କଙ୍ଗନାଙ୍କୁ ନିମନ୍ତ୍ରଣ

mahabharatanews

ଚର୍ଚ୍ଚାରେ ପ୍ରିୟଙ୍କାଙ୍କ ‘ନେକଲେସ୍‌’ 

mahabharatanews

ହସ୍ପିଟାଲରେ ଭର୍ତି ହେଲେ ଅମିତାଭଙ୍କ ଶାଶୁ

mahabharatanews