ଓଡିଶା

 ଘଡ଼ଘଡ଼ି ସହ ପ୍ରବଳ ବର୍ଷା : ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 

(ଭୁବନେଶ୍ୱର) : କେରଳ ମୌସୁମୀ ଛୁଇଁବା ପରଠାରୁ ଜୁନ୍ରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ଚଳିତମାସ  ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହେଉଛି ଘୂର୍ଣ୍ଣିବଳୟ । ମୌସୁମୀ ନିମ୍ନ-ଚାପ ରେଖା ତଥା ବାୟୁମଣ୍ତଳରେ ସକ୍ରିୟ ତାରତମ୍ୟ ସ୍ତର ପ୍ରଭାବରେ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ଆଜି ବର୍ଷା ହେବାର ସମ୍ଭାବନା ରହିଛି । ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଆଜି ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସୂଚନାନୁଯାୟୀ ,  ତେବେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଅନୁଗୁଳ, ସମ୍ବଲପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ତି ଏବଂ ନବରଙ୍ଗପୁରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Related posts

ମାଆ ବାଗେଶ୍ବରୀଙ୍କ ପୀଠରେ ଭାଗବତ ସମ୍ମାନ ପ୍ରଦାନ ସମାରୋହ

mahabharatanews

ଧୂମଧାମରେ ପାଳିତ ହେଲା ଗଣ୍ଠିବନ୍ଧା ଉତ୍ସବ

mahabharatanews

ବାଇକ ସହ କୋଇଲା ଗାଡି ଦୁର୍ଘଟଣା, ବାଇକ ଆରୋହି ଗୁରୁତ୍ୱର

mahabharatanews