ମନୋରଞ୍ଜନ

ରଣବୀର କପୁରଙ୍କ ଏହି ଫୋଟୋ ଦେଖି ପାଗଳ ଫ୍ୟାନ୍ସ 

(ମୁମ୍ବାଇ) : ବଲିଉଡ କଳାକାରମାନେ ଆଜି କାଲି ଫିଟ୍‌ ରହିବା ସହ ସମସ୍ତଙ୍କ ପ୍ରେରଣା ସାଜିଛନ୍ତି । ଏହାରି ମଧ୍ୟରେ ରଣବୀର କପୁରଙ୍କ ଖୋଲା ଶରୀର ଦେଖି  ଦିବାନା ହୋଇଯାଇଛନ୍ତି ଫ୍ୟାନ୍ସ । ଏକ ସାକ୍ଷାତକାରରେ ରଣବୀର କହିଛନ୍ତି କି ସେ ସାଧାରଣ ଘରୋଇ ଖାଦ୍ୟ ଖାଇବାକୁ ଖୁବ୍ ପସନ୍ଦ କରିଥାନ୍ତି। ତେବେ ତାଙ୍କୁ ବର୍ଗର ଖାଇବାକୁ ଖୁବ୍‌ ଭଲ ଲାଗେ। ମାତ୍ର ଆବଶ୍ୟକସ୍ଥଳେ ସେ ଏହାକୁ ବି ତ୍ୟାଗ କରିଥାନ୍ତି। ସେ ତାଙ୍କର ସକାଳ ଜଳଖିଆରେ ଅଣ୍ଡା, ବ୍ରାଉନ୍‌ ବ୍ରେଡ୍‌ ଓ ପ୍ରୋଟିନ୍‌ ସେକ୍‌ ନେଇଥାନ୍ତି। ମଧ୍ୟାହ୍ନରେ ବ୍ରାଉନ୍‌ ରାଇସ୍‌, ଡାଲି, ଚିକେନ୍‌ ଓ ସବୁଜ ପରିବାର ଏକ ତରକାରୀ ଖାଇଥାନ୍ତି ରଣବୀର।

ସୂଚନାନୁଯାୟୀ ,ଆଜିକାଲି ନିଜକୁ ଫିଟ୍‌ ରଖିବାକୁ ସମସ୍ତେ ଚାହୁଁଥିବା ବେଳେ ବିିଭିନ୍ନ ଲୋକ ବିଭିନ୍ନ ପ୍ରକାରର କୌଶଳ ଅବଲମ୍ବନ କରିଥାନ୍ତି।ଆଜିକାଲି ଯୁବପିଢ଼ି ମଧ୍ୟ ନିଜ ଖାଇବା ସହ ଶୋଇବା ଓ ପିଇବା ଉପରେ ବି ବେଶ୍‌ ଗୁରୁତ୍ବ କରିବା ଆବଶ୍ୟକ   ।

Related posts

ଭାଇରଲ ହେଲା ସନି ଦେଓଲଙ୍କ ପୁଅ-ବୋହୂ ଫୋଟୋ

mahabharatanews

ହଲରେ ଟାଇଗର -୩ କ୍ରେଜ

mahabharatanews

ଶାଢ଼ିରେ  ହ୍ରିତିକଙ୍କ ପ୍ରେମିକା

mahabharatanews