ମନୋରଞ୍ଜନ

 ଚର୍ଚାରେ ବଚ୍ଚନ ପରିବାରର ହୋଲି ପାର୍ଟି

(ମୁମ୍ବାଇ) : ରଙ୍ଗର ପର୍ବ ପାଳିଲେ ବଚ୍ଚନ ପରିବାର ଏବଂ ନନ୍ଦ ପରିବାର । ଅମିତାଭ ବଚ୍ଚନଙ୍କ ନାତୁଣୀ ତଥା ଝିଅ ଶ୍ବେତାଙ୍କ ଝିଅ ନବ୍ୟା ନବେଲୀ ନନ୍ଦା ଏବଂ ମାମୁ ଅଭିଷେକ ବଚ୍ଚନଙ୍କ ଦ୍ୱାରା ସେୟାର ହୋଇଥିବା ଅନେକ ଚିତ୍ରରେ ଐଶ୍ୱର୍ଯ୍ୟା ରାୟଙ୍କ ସମେତ ବଚ୍ଚନ ପରିବାର ସେମାନଙ୍କ ମୁମ୍ବାଇ ଘରର ଲନରେ ଏହି ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଛି।

ସୂଚନାନୁଯାୟୀ , ଏକ ସାକ୍ଷାତକାରରେ ନବ୍ୟା ନବେଲୀ ନନ୍ଦା ଅଭିନୟ ଦୁନିଆରେ ପାଦ ଥାପିବେନି ବୋଲି କହିଥିଲେ। ଫିଲ୍ମ ଇଣ୍ଡଷ୍ଟ୍ରିରେ ପାରିବାରିକ ପୃଷ୍ଠଭୂମି ଥିବା ସତ୍ତ୍ବେ ସେ କାହିଁକି ସିନେମା ପ୍ରତି ଆଗ୍ରହୀ ନୁହଁନ୍ତି ବୋଲି ପ୍ରଶ୍ନର ଉତ୍ତରରେ ନବ୍ୟା କହିଥିଲେ, ‘‘ମୁଁ ଏକ ବ୍ୟବସାୟିକ ପରିବାରର ଝିଅ ମଧ୍ୟ। ମୁଁ ତାହା ଉପରେ ଅଧିକ ଧ୍ୟାନ ଦେବି ବୋଲି ଭାବୁଛି।

Related posts

ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ନିର୍ଦେଶକ ଅଶୋକ ଶର୍ମା

mahabharatanews

 ଓଟିଟିରେ ଫିଲ୍ମ ‘ସୈତାନ’

mahabharatanews

ରଶ୍ମିକା-ବିଜୟ ପୁଣି ହେଲା ପ୍ୟାଚ୍ଅପ୍

mahabharatanews