ଓଡିଶା

ବର୍ଷାରେ ବେହାଲ ରାଜଧାନୀ

(ଭୁବନେଶ୍ୱର) : ୫ ଘଣ୍ଟାର ଲଗାତାର ବର୍ଷାରେ ବେହାଲ ରାଜଧାନୀ । ଭୁବନେଶ୍ୱରର ଅନେକ ସ୍ଥାନରେ ବନ୍ୟା ଭଳି ପରିସ୍ଥିତି । କେଉଁଠି ରାସ୍ତା ଉପରେ ଅଣ୍ଟାଏ ଲେଖାଏଁ ପାଣି ତ କେଉଁଠି ବର୍ଷା ଜଳରେ ବୁଡ଼ିଯାଇଛି କାର୍ । ରସୁଲଗଡଠୁ ଆରମ୍ଭ କରି ଜୟଦେବ ବିହାର ଓ ଅନ୍ୟ କେତେକ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ।

ସୂଚନାନୁଯାୟୀ ,ଏହା ବ୍ୟତୀତ ଏୟାର ପୋର୍ଟ, ଲିଙ୍ଗରାଜ ମନ୍ଦିର ଅଞ୍ଚଳ, ନ୍ୟୁ ଫରେଷ୍ଟ ପାର୍କ କଲୋନୀରେ ଘରେ ପଶିଛି ବର୍ଷା ପାଣି । ସନ୍ଧ୍ୟା ପରେ ବି ବିଦ୍ୟୁତ୍ ନଥିବାରୁ ସାପ ସରିସୃପଙ୍କ ଭୟ ରହୁଛି । ଏ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଆସନ୍ତା ୩ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Related posts

ମା ବୁଢ଼ୀ ଠାକୁରାଣୀଙ୍କ ବାର୍ଷିକ ଉତ୍ସବରେ ଭଜନ  ମା ଲୋ ମା ବୁଢ଼ୀ ଠାକୁରାଣୀ ଉନ୍ମୋଚିତ

mahabharatanews

ଉତରାୟଣ କାଇଟ୍ ଫେଷ୍ଟିଭାଲ ଅନୁଷ୍ଠିତ

mahabharatanews

୨୪ ଘଣ୍ଟାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା 

mahabharatanews