ମନୋରଞ୍ଜନ

ରିଲିଜ ହେଲା ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ‘ଓଏମଜି ୨’ର ଟ୍ରେଲର

(ମୁମ୍ବାଇ) : ରିଲିଜ ହେଲା  ଅକ୍ଷୟ କୁମାର ଏବଂ ପଙ୍କଜ ତ୍ରିପାଠୀଙ୍କ ଆଗାମୀ ଚଳଚ୍ଚିତ୍ର ‘ଓଏମଜି ୨’ର ଟ୍ରେଲର । ପୂର୍ବରୁ ଏହି ସିନେମାର ଟ୍ରେଲର ଅଗଷ୍ଟ ୨ ତାରିଖରେ ରିଲିଜ୍ ହେବାର ଥିଲା ହେଲେ କଳା ନିର୍ଦ୍ଦେଶକ ନିତିନ ଦେଶାଇଙ୍କ ମୃତ୍ୟୁ ପାଇଁ ଏହାକୁ ଏକ ଦିନ ବଳମ୍ବରେ ରିଲିଜ୍ କରାଯାଇଛି ।

ସୂଚନାନୁଯାୟୀ , ଅଗଷ୍ଟ ୩ରେ ଫିଲ୍ମ ‘OMG 2’ର ଟ୍ରେଲର ମୁକ୍ତିଲାଭ କରିଛି । ଏହା ଟ୍ରେଲରରେ ଦେଖିବା ପାଇଁ ମିଳୁଛି, ମହାଦେବଙ୍କ ଭକ୍ତ ଭାବେ ଅଭିନୟ କରୁଥିବା ପଙ୍କଜ ତ୍ରିପାଠୀ ତାଙ୍କ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହା ବ୍ୟତୀତ ଅରୁଣ ଗୋୟଲ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭୂମିକାରେ ଅଭିନୟ କରିଛନ୍ତି । ଅକ୍ଷୟ କୁମାରଙ୍କ ମହାଦେବ ଭୂମିକାକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି ।

Related posts

ଭୋଟ ଦେଲେ ଗର୍ଭବତୀ ଦୀପିକା ପାଦୁକୋନ 

mahabharatanews

୧୪ରେ ରିଲିଜ ହେବ କଙ୍ଗନାଙ୍କ ‘ଏମରଜେନ୍ସି’

mahabharatanews

ନିର୍ବନ୍ଧକୁ ନେଇ ଖୁସି ନାହାନ୍ତି ପରିଣୀତି

mahabharatanews