ମନୋରଞ୍ଜନ

ଅତ୍ୟଧିକ ଡାଏଟ୍ ହେତୁ ଆଖି ବୁଜିଲେ ନିର୍ଦ୍ଦେଶକ ବିଜୟଙ୍କ ପତ୍ନୀ 

(ମୁମ୍ବାଇ) : ଆରପାରିରେ  କନ୍ନଡ ସିନେମା ଜଗତର ପ୍ରସିଦ୍ଧ ଅଭିନେତା ତଥା ନିର୍ଦ୍ଦେଶକ ବିଜୟ ରାଘବେନ୍ଦ୍ରଙ୍କ ପତ୍ନୀ ସ୍ପନ୍ଦନା । ସୋମବାର ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୪ ବର୍ଷ ବୟସ ହୋଇଥିଲା ।

ସୂଚନା ଅନୁସାରେ,  ସ୍ପନ୍ଦନା ରାତ୍ରୀ ଭୋଜନ କରି ଶୋଇବାତୁ ଯାଇଥିଲେ ହେଲେ ସେକାଳୁ ଆଉ ଉଠି ନଥିଲେ । ଲୋ ବ୍ଲଡପ୍ରେସର ଜନିତ ଜଟିଳତା ହେତୁ ତାଙ୍କର ମୃତ୍ୟୁ ଘଟିଛି । ଓଜନ କମାଇବା ପାଇଁ ସେ କିଟୋ ଡାଏଟ୍ ଫଲୋ କରିବା ସହ ଅତ୍ୟଧିକ ବ୍ୟାୟାମ କରୁଥିଲେ ଯାହା ତାଙ୍କର ହୃତଘାତର କାରଣ ବୋଲି ଦାବି କରାଯାଉଛି । ଗୋଟେ ସମୟରେ ସ୍ପନ୍ଦନା ୧୬ କିଲୋ ଓଜନ ହ୍ରାସ କରିଥିଲେ ଯେଉଁଥି ପାଇଁ ତାଙ୍କର ଖୁବ ପ୍ରଶଂସା କରାଯାଇଥିଲା ।

Related posts

ଏକାଠି କାମ କରିବାକୁ ଯାଉଛନ୍ତି ଅମିତାଭ ଏବଂ ରଜନୀକାନ୍ତ

mahabharatanews

ଧମାଲ ମଚାଉଛି  ଫିଲ୍ମ ‘Yodha’

mahabharatanews

ମନ ମୋହୁଛି ଫିଲ୍ମ ‘ଫାଇଟର୍‌’ 

mahabharatanews