ମନୋରଞ୍ଜନ

୨୫୦ କୋଟି ଆୟ କଲା ସନି ଦେଓଲଙ୍କ ‘ଗଦର ୨’ !

(ମୁମ୍ବାଇ) :   ସନି ଦେଓଲଙ୍କ ‘ଗଦର ୨’ ବକ୍ସ ଅଫିସରେ ଧମାଲ କରିଛି । ୨୨ ବର୍ଷ ପୂର୍ବର ‘ଗଦର’ ପରି, ‘ଗଦର ୨’କୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି ।

ସୂଚନାନୁଯାୟୀ , ସନି ଦେଓଲଙ୍କ ଫିଲ୍ମ ‘ଗଦର ୨’ ପ୍ରଥମ ଦିନରେ ୪୦ କୋଟି ଟଙ୍କାର ବେପାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ​। ଦ୍ୱିତୀୟ ଦିନରେ ଫିଲ୍ମ ୪୩ କୋଟି ଟଙ୍କା ରୋଜଗାର କରିଥିଲା ​ ତୃତୀୟ ଦିନ ଅର୍ଥାତ୍ ରବିବାର ଦିନ, ଫିଲ୍ମ ୫୦ କୋଟି ଟଙ୍କାର ବେପାର କରି ଏକ ବଡ଼ ରକମର ରୋଜଗାର କରିଛି। ପଞ୍ଚମ ଦିନରେ ‘ଗଦର ୨’ ୫୫.୦୦ କୋଟି ଟଙ୍କାର ରୋଜଗାର କରିପାରେ ବୋଲି ଅନୁମାନ କରାଯାଉଛି। ସୋମବାର ହୋଇଥିଲେ ମଧ୍ୟ ବହୁ ସଂଖ୍ୟକ ଦର୍ଶକ ଏହି ଫିଲ୍ମ ଦେଖିବାକୁ ଯାଇଥିଲେ। ଫିଲ୍ମ ପ୍ରାୟ ୩୯ କୋଟି ଟଙ୍କା ଲାଭ କରିଥିଲା।

Related posts

ନିଜର ସବୁ ସମ୍ପତ୍ତି ଦାନ କରିଦେବେ ସଲମାନ ଖାନ!

mahabharatanews

ପ୍ରଥମ ଦିନରେ ୯୫କୋଟି ଆୟ କଲା ‘ପ୍ରଭାସଙ୍କ ସାଲାର’  

mahabharatanews

’ମୁଁ ଏଠାରେ ଅଛି, ଜୀବନ୍ତ’:ଅଭିନେତୀ ମଡେଲ୍‌ ପୁନମ

mahabharatanews