ଓଡିଶା

କୁଇ ଭାଷା ପ୍ରସ୍ତାବ; ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ କୁଇ ସମାଜ

(ଭୁବନେଶ୍ୱର) : କୁଇ ଭାଷାକୁ ସମ୍ୱିଧାନର ୮ମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଦ୍ୱାରା ସୁପାରିଶ କରାଯାଇ ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମଗ୍ର ଓଡ଼ିଶାର କୁଇ(କନ୍ଧ) ସମ୍ପ୍ରଦାୟର ବଭିନ୍ନ ଅନୁଷ୍ଠାନର ଶତାଧିକ କର୍ମକର୍ତ୍ତା ଓ ଜନପ୍ରତିନିଧି ନବୀନ ନିବାସ ଠାରେ ଉପସ୍ଥିତ ହୋଇ କୃତଜ୍ଞତା ଜଣାଇଥିଲେ ।

ସୂଚନାନୁଯାୟୀ , କନ୍ଧମାଳ ଲୋକସଭା ସାଂସଦ ଡା. ଅଚ୍ୟୁତ ସାମନ୍ତ ଓ ବିହନ ନିଗମ, ଓଡ଼ିଶା ଅଧ୍ୟକ୍ଷ ବିଜୟ କୁମାର ନାୟକ ଉପସ୍ଥିତ ରହି ସମସ୍ତ ଙ୍କୁ ସ୍ୱାଗତ କରିଥିଲେ। ଅନ୍ୟ ବରିଷ୍ଠ ଜନପ୍ରତିନିଧି ଲାଲନନ୍ଦ ପ୍ରଧାନ, ବିଷ୍ଣୁ ମଲ୍ଲିକ,ଷ୍ଟିପେନ ପ୍ରଧାନ, ସୁଶାନ୍ତ କହ୍ନର, କୁମୁଦ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ ।

 

Related posts

ଜନତା କର୍ଫ୍ୟୁ: ୩ ହଜାର ୭ଶହ ଟ୍ରେନ ବାତିଲ

mahabharatanews

ସଂହବାହିନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ ଭଗବତୀ

mahabharatanews

ଆଜି ନୂଆଖାଇ ପର୍ବ, ସମଲେଇଶ୍ଵରୀଙ୍କୁ ହେବ ନବାଗ୍ନ ଲାଗି  

mahabharatanews