ମନୋରଞ୍ଜନ

ରିଲିଜର ୩୬ଦିନ ପୂର୍ବରୁ ୧କୋଟି ଆୟ କଲା ‘ସାଲାର’ 

(ମୁମ୍ବାଇ) : କମୁନି ସାଉଥ ସୁପରଷ୍ଟାର ପ୍ରଭାସଙ୍କ କ୍ରେଜ୍। ପୂର୍ବରୁ ୫,୦୦୦ସ୍କ୍ରିନରେ ସାଲାର ରିଲିଜ୍ ହେବାକୁ ଥିବା ବେଳେ ଆମେରିକାରେ ରିଲିଜର ୩୬ଦିନ ପୂର୍ବରୁ ସାଲାର ୧କୋଟି ଟଙ୍କା ଆୟ କରିଛି। ଅଗ୍ରୀମ ଟିକେଟ ବୁକିଂରୁ ଏହି ଆୟ ହୋଇଥିବା ଜଣାଯାଇଛି।

ସୂଚନାନୁଯାୟୀ , ଗତକାଲି ଅଗ୍ରୀମ ବୁକିଂ ଆରମ୍ଭ ହେବା ପରେ କିଛି ଘଣ୍ଟା ମଧ୍ୟରେ ୧କୋଟି ଟଙ୍କାର ଟିକେଟ ବୁକ୍ ହୋଇସାରିଥିବା ଜଣାଯାଇଛି।ଏହି ଫିଲ୍ମର ଟିଜର ଲଞ୍ଚ ପରଠାରୁ ଏହି ଚଳଚ୍ଚିତ୍ରକୁ ନେଇ ଦର୍ଶକ ଏବଂ ପ୍ରଶଂସକଙ୍କ ଉତ୍ସାହ ବହୁଗୁଣିତ ହୋଇଛି। ଏଭଳି ପରିସ୍ଥିତିରେ ଏବେ ଫିଲ୍ମର ରିଲିଜ୍ ପାଇଁ ସମସ୍ତେ ଅପେକ୍ଷା କରିଛନ୍ତି।

Related posts

“‘ଝଲକ ଦିଖଲା ଯା-୧୧’ରେ ଅସମ୍ମାନ କରାଯାଉଛି”: ଶିବ ଠାକରେ

mahabharatanews

୨୦୦ କୋଟି ଠକେଇ ମାମଲାରେ ପକ୍ଷପାତ ଅଭିଯୋଗ ଆଣିଲେ ଜ୍ୟାକ୍‌ଲିନ୍‌

mahabharatanews

ଆଲିଆ ନୁହେଁ ଏହି କ୍ରିକେଟରଙ୍କ ପତ୍ନୀଙ୍କୁ ବିବାହ କରିବାକୁ ଚାହୁଥିଲେ

mahabharatanews