ମନୋରଞ୍ଜନ

ଖ୍ରୀଷ୍ଟମାସରେ ଆସିବ କିଙ୍ଗ୍ ଖାନଙ୍କ ଫିଲ୍ମ  ‘ଡଙ୍କି’

(ମୁମ୍ବାଇ) :  ୨୦୨୩ ଅର୍ଥାତ୍ ଚଳିତ ବର୍ଷ ବଲିଉଡରେ ଚାଲିଛି କିଙ୍ଗ୍ ଖାନଙ୍କ ରାଜ୍ । ଚଳିତ ବର୍ଷର ଶାହାରୁଖ ଖାନଙ୍କର ତୃତୀୟ ସିନେମାକୁ ନେଇ ଘୋଷଣା ହେବା ପରେ ଦର୍ଶକଙ୍କ ମଧ୍ୟରେ ଉତ୍ସାହର ମାହୋଲ ଦେଖିବା ପାଇଁ ମିଳୁଛି । ଖ୍ରୀଷ୍ଟମାସ ଅବସରରେ ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ବର୍ତ୍ତମାନଠାରୁ ପ୍ରଶଂସକମାନେ ‘ଡଙ୍କି’କୁ ନେଇ ବେଶ୍ ଖୁସ ଅଛନ୍ତି । ଚଳଚ୍ଚିତ୍ରଟି ଏପର୍ଯ୍ୟନ୍ତ ପ୍ରେକ୍ଷାଳୟରେ ରିଲିଜ୍ ହୋଇନାହିଁ ହେଲେ ଏହାର OTT ରିଲିଜ୍ ବିଷୟରେ ଚର୍ଚ୍ଚା ହେବା ଆରମ୍ଭ ହୋଇଯାଇଛି ।

ସୂଚନାନୁଯାୟୀ ,  ଶାହାରୁଖ ଖାନଙ୍କ ଫିଲ୍ମ ‘ଡଙ୍କି’ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ ନାହିଁ। ଜିଓ ସିନେମା ଦ୍ୱାରା ‘ଡଙ୍କି’ର OTT ଅଧିକାର କ୍ରୟ କରାଯାଇଛି। ଏହି ଚୁକ୍ତି ୧୫୫କୋଟି ଟଙ୍କା ପାଇଁ କରାଯାଇଛି।

Related posts

‘ଆଦିପୁରୁଷ ଦେଖି ପରଦା ଫାଡ଼ି ଦେବାପାଇଁ ଇଛା ହେଉଥିଲା’: ରାମାୟଣର ଲକ୍ଷ୍ମଣ 

mahabharatanews

ଅଲଗା ହେବାକୁ ନେଇ ମୁହଁ ଖୋଲିଲେ ଭିକ୍କି

mahabharatanews

ମା ହେଲେ ଅଭିନେତ୍ରୀ ଈଶିତା ଦତ୍ତା

mahabharatanews